[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Namagiripettai
city
ଦେଶ India
ରାଜ୍ୟTamil Nadu
ଜିଲ୍ଲାNamakkal
Elevation
273 m (896 ft)
Population
 (2011)[୧]
 • Total୨୧,୨୫୦
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTN-28

ନାମାଗିରିପେଟ୍ଟାଇ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ନମକ୍କଲ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନାମାଗିରିପେଟ୍ଟାଇ ୧୧.୪୫୫୦ ଉତ୍ତର ଅକ୍ଷାଂଶ ଓ ୭୮.୨୬୯୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୭୫ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାମାଗିରିପେଟ୍ଟାଇ ସହରର ମୋଟ ଜନସଂଖ୍ୟା ୨୧୪୪୭ ଅଟେ ।[୩] ସେଥି ମଧ୍ୟରୁ ୫୦.୮୬% ଜଣ ପରୁଷ ହୋଇଥିବା ବେଳେ ୪୯.୧୪% ଜଣ ନାରୀ ଅଟନ୍ତି । ନାମାଗିରିପେଟ୍ଟାଇର ସାକ୍ଷରତା ହାର ୫୯.୧୦% ଅଟେ । ଏହା ଜାତୀୟ ହାରଠାରୁ ୫.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୪% ପ୍ରତିଶତ ପୁରୁଷ ଓ ୨୪.୯୬% ନାରୀ ଅଟନ୍ତି । ୯.୭୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ତାମିଲ ନାମାଗିରିପେଟ୍ଟାଇର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା