ନାନପାରା
ନାନପାରା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବହ୍ରଇଚ୍ ଜିଲ୍ଲାରେ ଅବସ୍ଥିତ ।
Nanpara | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Bahraich |
Government | |
• Body | Nanpara Nagar Palika Parishad |
• MP | Savitri Bai Phule (BJP) |
• Mayor | Abdul Waheed |
Area | |
• ସମୁଦାୟ | 36 km2 (14 sq mi) |
Elevation | 132 m (433 ft) |
Population (2011)[୧] | |
• Total | ୪୮,୩୩୭ |
• Density | 1,300/km2 (3,500/sq mi) |
Time zone | UTC+5:30 (IST) |
Postal Code | 271865 |
ଯାନବାହାନ ପଞ୍ଚୀକରଣ | UP-40 |
Website | www.nnpnanpara.com |
ଭୌଗଳିକ ଅବସ୍ଥିତି
ସମ୍ପାଦନାନାନପାରା ୨୭.୮୬୪୬ ଉତ୍ତର ଅକ୍ଷାଂଶ ଓ ୮୧.୫୦୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନପାରା ସହରର ମୋଟ ଜନସଂଖ୍ୟା ୪୨୭୭୧ ଅଟେ ।[୩] ସେଥି ମଧ୍ୟରୁ ୫୨.୮୨% ଜଣ ପରୁଷ ହୋଇଥିବା ବେଳେ ୪୭.୧୮% ଜଣ ନାରୀ ଅଟନ୍ତି । ନାନପାରାର ସାକ୍ଷରତା ହାର ୪୯.୮୧% ଅଟେ । ଏହା ଜାତୀୟ ହାରଠାରୁ ୧୫.୦୩% ପ୍ରତିଶତ କମ ଅଟେ । ସେଥିରୁ ୨୮.୪୫% ପ୍ରତିଶତ ପୁରୁଷ ଓ ୨୧.୩୬% ନାରୀ ଅଟନ୍ତି । ୧୭.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ନାନପାରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.