[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Najibabad
city
Country India
StateUttar Pradesh
DistrictBijnor
Elevation
295 m (968 ft)
Population
 (2012)[୧]
 • Total୮୮,୫୩୫
Time zoneUTC+5:30 (IST)
PIN
246763
Telephone code01341
ଯାନବାହାନ ପଞ୍ଚୀକରଣUP 20


ନାଜିବାବାଦ୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ନାଜିବାବାଦ୍ ୨୯.୬୧୨୧ ଉତ୍ତର ଅକ୍ଷାଂଶ ଓ ୭୮.୩୪୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଜିବାବାଦ୍ ସହରର ମୋଟ ଜନସଂଖ୍ୟା ୭୯୦୮୭ ଅଟେ ।[୩] ସେଥି ମଧ୍ୟରୁ ୫୨.୫୧% ଜଣ ପରୁଷ ହୋଇଥିବା ବେଳେ ୪୭.୪୯% ଜଣ ନାରୀ ଅଟନ୍ତି । ନାଜିବାବାଦ୍ର ସାକ୍ଷରତା ହାର ୫୩.୮୩% ଅଟେ । ଏହା ଜାତୀୟ ହାରଠାରୁ ୧୧.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୫୬% ପ୍ରତିଶତ ପୁରୁଷ ଓ ୨୩.୨୭% ନାରୀ ଅଟନ୍ତି । ୧୬.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ନାଜିବାବାଦ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା