[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nangal
Industrial Town of Punjab
city
Bhakra Dam
ଦେଶ India
ରାଜ୍ୟPunjab
ଜିଲ୍ଲାRupnagar
Elevation
326 m (1,070 ft)
Population
 (2001)
 • Total୪୦,୬୪୪
ଭାଷା
 • ସରକାରୀPunjabi
Time zoneUTC+5:30 (IST)
PIN
140124
ଯାନବାହାନ ପଞ୍ଚୀକରଣPB 74
Websitehttp://rupnagar.nic.in/html/Nangal.htm

ନାଙ୍ଗଲ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ରୁପ୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନାଙ୍ଗଲ୍ ୩୧.୩୬୬୭ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଙ୍ଗଲ୍ ସହରର ମୋଟ ଜନସଂଖ୍ୟା ୪୦୬୪୪ ଅଟେ ।[୨] ସେଥି ମଧ୍ୟରୁ ୫୨.୭୯% ଜଣ ପରୁଷ ହୋଇଥିବା ବେଳେ ୪୭.୨୧% ଜଣ ନାରୀ ଅଟନ୍ତି । ନାଙ୍ଗଲ୍ର ସାକ୍ଷରତା ହାର ୭୮.୧୬% ଅଟେ । ଏହା ଜାତୀୟ ହାରଠାରୁ ୧୩.୩୨% ପ୍ରତିଶତ କମ ଅଟେ । ସେଥିରୁ ୪୩.୧୨% ପ୍ରତିଶତ ପୁରୁଷ ଓ ୩୫.୦୪% ନାରୀ ଅଟନ୍ତି । ୧୦.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ପଞ୍ଜାବୀ ନାଙ୍ଗଲ୍ର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା