[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nagercoil
நாகர்கோவில்
Nagerkovil, Nanjil Nadu
Municipality
CountryIndia India
StateTamil Nadu
DistrictKanyakumari
Government
 • TypeSpecial Grade Municipality
 • BodyNagercoil Municipality
 • Municipal CouncilMeena Dev
Area
 • ସମୁଦାୟ49.371 km2 (19.062 sq mi)
Elevation
40 m (130 ft)
Population
 (2011)
 • Total୨,୨୪,୮୪୯
 • Rank50
 • Density9,813/km2 (25,420/sq mi)
Languages
 • OfficialTamil, English
Time zoneUTC+5:30 (IST)
PIN
629 xxx
Telephone code91-4652 & 91-4651
ଯାନବାହାନ ପଞ୍ଚୀକରଣTN-74 & TN-75
Literacy95.35%[୧][୨]
WebsiteOfficial Site


ନାଗର୍‌କୋଇଲ୍ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ତାମିଲନାଡୁର କନ୍ନିyଅକୁମରି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ନାଗର୍‌କୋଇଲ୍ ୮.୧୭୭୩ ଉତ୍ତର ଅକ୍ଷାଂଶ ଓ ୭୭.୪୩୪୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗର୍‌କୋଇଲ୍ ସହରର ମୋଟ ଜନସଂଖ୍ୟା ୨୦୮୧୪୯ ଅଟେ ।[୪] ସେଥି ମଧ୍ୟରୁ ୪୯.୫୨% ଜଣ ପରୁଷ ହୋଇଥିବା ବେଳେ ୫୦.୪୮% ଜଣ ନାରୀ ଅଟନ୍ତି । ନାଗର୍‌କୋଇଲ୍ର ସାକ୍ଷରତା ହାର ୮୫.୦୭% ଅଟେ । ଏହା ଜାତୀୟ ହାରଠାରୁ -୨୦.୨୩% ପ୍ରତିଶତ କମ ଅଟେ । ସେଥିରୁ ୪୩.୦୮% ପ୍ରତିଶତ ପୁରୁଷ ଓ ୪୨.୦୦% ନାରୀ ଅଟନ୍ତି । ୯.୧୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା ସମ୍ପାଦନା

ତାମିଲ ନାଗର୍‌କୋଇଲ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census2011". Tamil Nadu Population Census data 2011. Tamil Nadu Government. Retrieved 2 April 2015.
  2. "Google search result". Google.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା