ନରସିଂହପୁର
ନରସିଂହପୁର ହେଉଛି କଟକ ଜିଲ୍ଲାର ଏକ ବ୍ଲକ ଓ ତହସିଲ ।[୧] ନରସିଂହପୁର ତହସିଲ ଅଧିନରେ ନିମ୍ନଲିଖିତ ୨୩୭ଟି ରାଜସ୍ୱ ମୌଜା ଅବସ୍ଥିତ ।[୨]
- ଅଢ଼େଇଗୁଣ୍ଡି
- ଅନନ୍ତପ୍ରସାଦ
- ଅଭିମାନପୁର
- ଅରଖବାଡ଼ି
- ଅଲରା
- ଆଇଁସିଆ
- ଆତଣ୍ଡା
- ଉଲାସକୋଟ
- ଏକଡାଳ
- ଓଡ଼ସିଙ୍ଗା
- ଓଲବ
- ଓସ୍ତପଡ଼ା
- ଓସ୍ତପାଳ
- କଂସାଇଲୋ
- କଅଁରପୁର
- କଅଁଳପଡ଼ା
- କଇଁନ୍ତରା
- କଇଁପୋଖରୀ
- କଠଉଖୋଜା
- କଣ୍ଢାଳ
- କନକପୁର
- କନାଗୁଡ଼ି
- କନ୍ଧକଳପଡ଼ା
- କନ୍ଧଦେଭୂଇଁ
- କନ୍ଧବଡ଼ଭୂଇଁ
- କନ୍ଧବେରଣୀ
- କମଳାଡିହି
- କମଳାଦେଇପୁର
- କରାବିରା
- କରିଲୋ
- କଳାମାଟିଆ
- କାକୁଡ଼ିଆ
- କାଞ୍ଜିଆପଦା
- କାଠଖୁଣ୍ଟ
- କାନପୁର
- କାଳିଆପଡ଼ା
- କାଳିସାହି
- କୁଞ୍ଜବନପୁର
- କୁମ୍ଭିରତୈଲା
- କୁରାଞ୍ଜ
- କୁରାଞ୍ଚମାଳିସାହି
- କୁଶଳ
- କୃଷ୍ଣଚନ୍ଦ୍ରପୁର
- କୃଷ୍ଣପ୍ରସାଦ
- କେନ୍ଦୁପଲି
- କେନ୍ଦୁମୂଳ
- କୋକଳବା
- ଖଇରପଡ଼ା
- ଖଜୁରିଆ
- ଖଳିସାହି
- ଖାରୁଆଣି
- ଖୁଣ୍ଟବନ୍ଧ
- ଖୋଲ
- ଗଡ଼ମଧୁପୁର
- ଗଣଗଣା
- ଗଣ୍ଡପଲ୍ଲୀ
- ଗମିଲୋ
- ଗାଲିସୀ ଗାଡ଼ିଆ
- ଗୁପ୍ତମାଣିକ
- ଗୁରୁଜାଙ୍ଗ
- ଗୁଳୁଗୁଳା
- ଗୁହାଳସାହି
- ଗୋଡ଼ିବନ୍ଧ
- ଗୋପପୁର
- ଗୋପାଳପୁର (ଗ୍ରାମ)
- ଘଣ୍ଟପଡ଼ା
- ଗୋରାଡିଆ
- ଚକାମୁଣ୍ଡା
- ଚକ୍ରପ୍ରସାଦ
- ଚଣାହାଟ
- ଚତରାପଦା
- ଚନ୍ଦ୍ରପୁର
- ଚମ୍ପାତୁଠ
- ଚମ୍ପେଶ୍ୱର
- ଚଷାବାରବାଟୀ
- ଚିକଣଖଣ୍ଡି
- ଚିନାମାଳି
- ଚେରମୂଳିଆ
- ଜଗନ୍ନାଥ ପ୍ରସାଦ (ଗ୍ରାମ)
- ଜଗନ୍ନାଥପୁର
- ଜଗନ୍ନାଥପ୍ରସାଦ ପାଟଣା
- ଜନ୍ତାରିଆ
- ଜୟଦାମୋଦରପୁର
- ଜୟପୁର (ଗ୍ରାମ)
- ଜୟମଙ୍ଗଳପୁର
- ଜଳକେଳି
- ଜାମୁବାହାଳି
- ଜେନାପାଳ
- ଜେନାସାହି
- ଜେମାଦେଇପୁର
- ଝାଜିବନ୍ଧ
- ଟାଙ୍ଗିସାହି
- ଟୋଲକ ପାଟିଆ
- ଠେଙ୍ଗାପଲ୍ଲୀ
- ଡବାଖୋଲ
- ଡମକଟା
- ଡମସାହି
- ଡିମିରିଆ
- ଡୁମାଳ ବୋରେଇ
- ତଅଁଳା ମଧୁପୁର
- ତଗିଲୋ
- ତାମରା
- ତାଳପୁଞ୍ଜି
- ତାଳସାହି
- ଦଲକ
- ଦୁର୍ଗାପ୍ରସାଦ
- ଦୁର୍ଗାପ୍ରସାଦ ତୈଳା
- ଦେବୋତ୍ତର ରଘୁନାଥପୁର
- ଦେଭୂଇଁ
- ଧନାଢିପ
- ଧନୀପୁର
- ଧନୁର୍ଜୟପୁର
- ନଖପଡ଼ା
- ନଣ୍ଡାଗୋଳ
- ନନ୍ଦକିଶୋରପୁର
- ନନ୍ଦପୁର (ଗ୍ରାମ)
- ନାଉପାଳ
- ନାରାୟଣ ପ୍ରସାଦ
- ନିଜଗଡ଼
- ନିମସାହି
- ନୀଳକଣ୍ଠପୁର
- ନୂଆଗଡ଼
- ନୂଆଗାଁ
- ନୂଆପାଟଣାପାଇକବାଡ଼
- ନୂଆପଲ୍ଲୀ
- ନୂଆଭୂଇଁ
- ନୋଖାପଡ଼ା
- ପଞ୍ଚମା
- ପଠାଣସାହି
- ପତଣ୍ଡା
- ପଦାମାଳଦେଶ
- ପଦାମାଳପାଟଣା
- ପଦ୍ମପୁର (ଗ୍ରାମ)
- ପାଇକ ରେଗଡ଼ା
- ପାଏକପଡ଼ାପାଟଣା
- ପାଇକ ବାରବାଟି
- ପାଞ୍ଚଗଛିଆ
- ପାତ୍ରଭାଗ
- ପାରାମାଳ
- ପାର୍ବତୀପୁର
- ପିଠାଖାଇ
- ପୁରକୁଟିଆ
- ପୁରସ୍ତମପୁର
- ପଫୁଲପଡ଼ା
- ବଉଳସାହି
- ବଡ଼ଗାଁ
- ବଡ଼ବେରଣା
- ବଡ଼ଭୂଇଁ
- ବଢ଼ିଆ
- ବଢ଼ିଆ ରେଗଡ଼ା
- ବନ୍ଧଗୋଡ଼ା
- ବରକୋଳି (ଗ୍ରାମ)
- ବରଡିହୀ
- ବରପଲି
- ବସନ୍ତପୁର
- ବାଘଧରିଆ
- ବାରଭାୟା
- ବାଲିକିଆରି
- ବାଲିଝରି ପାଟଣା
- ବାଲିଝରି ରଏତବାଡ଼
- ବାଲିଝରି ପାଇକବାଡ଼
- ବାଲିସାହି
- ବାସେଳିହତା
- ବାସେଳିହତାପାଟଣା
- ବାହାଡ଼ା (ଗ୍ରାମ)
- ବାହାଳୀ
- ବିଞ୍ଚଣାବାଟି
- ବୀରସିଂହପୁର
- ବିଶ୍ୱନାଥପୁର
- ବୁରୁଷ
- ବେଣିପଥର
- ବୋକଡ଼ା
- ବାରସିଙ୍ଗା
- ବ୍ରହ୍ମପୁରା
- ବ୍ରହ୍ମୋତ୍ତର ରଘୁନାଥପୁର
- ବ୍ରହ୍ମଣୀ
- ଭଅଁରପାଳ
- ଭଗତପୁର
- ଭାଲିଆଡିହି
- ଭୁଷ୍କା
- ଭେଜିଆପଡ଼ା
- ମଣ୍ଡାତୁଠ
- ମଥୁରାପୁର
- ମନ୍ଦାଣିଆ
- ମର୍ଦମେଖ
- ମର୍ଦ୍ଦନପାଟଣା
- ମଲକା
- ମହିଗଡ଼
- ମହୁରାଖିଆ
- ମାଟିଗାଡ଼ିଆ
- ମାଧପୁର
- ମାଧେଇପଦା
- ମାନପୁର
- ମାନସିଂହପାଟଣା
- ମାରୁଡ଼ି
- ମାଳିସାହି
- ମୁରାରିପୁର
- ମୁଲିଆପଡ଼ା
- ମେଟକାପଫପୁର
- ଜୟମଙ୍ଗଳ
- ଯାନିସାହି
- ଯୋଗୀବାହାଳି
- ଯୋଡ଼ମୁ
- ରଗଡ଼ିସାହି
- ରଙ୍ଗଡାବ
- ରଙ୍ଗଣୀ ପାଟଣା
- ରଣସିଂହପୁର
- ରାଉତଭୂଇଁ
- ରାଣୀଭୂଇଁ
- ରାମଚନ୍ଦ୍ରପୁର
- ରୁଷିପଡ଼ା
- ରେଗଡ଼ା
- ଲେମ୍ବୋ
- ଲେହାଙ୍ଗ
- ଶର୍ଗୁଣାପଲି
- ଶିଶୁପଥର
- ଶ୍ୟମଘନପୁର
- ଶ୍ୟାମପୁର
- ଶ୍ୟାମସୁନ୍ଦରପୁର ପାଟଣା
- ସତ୍ୟଜୟପୁର
- ସରଧାପୁର
- ସହରସାହି
- ସାଗର (ଗ୍ରାମ)
- ସାଧୁଚରଣପୁର
- ସାନଗାଁ
- ସାନ୍ତରାପୁର
- ସିଆରିଆ
- ସିମିଳିବୋଳ
- ସିଲୋଟୀ ବାଲିପୁଟ
- ସୁକାଟ
- ସୁବଳୟା
- ସେରମୁଣ୍ଡ
- ସୋଲବନ୍ଧ
- ହଟୀଆପଲ୍ଲି
- ହରିଚନ୍ଦନପୁର
- ହରିପୁର
- ହିଞ୍ଜଳଖାଲ