[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Namakkal
Town
Anjaneya Temple, Namakkal
Anjaneya Temple, Namakkal
CountryIndia
StateTamil Nadu
DistrictNamakkal
Elevation
218 m (715 ft)
Population
 (2011)[୧]
 • Total୫୫,୧୪୫
Time zoneUTC+5:30 (IST)
PIN
637 001
Telephone code91 - 4286
ଯାନବାହାନ ପଞ୍ଚୀକରଣTN-28,TN-88

ନମକ୍କାଲ୍ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ନମକ୍କଲ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ନମକ୍କାଲ୍ ୧୧.୨୨୦୦ ଉତ୍ତର ଅକ୍ଷାଂଶ ଓ ୭୮.୧୬୮୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନମକ୍କାଲ୍ ସହରର ମୋଟ ଜନସଂଖ୍ୟା ୧୫୮୨୩ ଅଟେ ।[୩] ସେଥି ମଧ୍ୟରୁ ୫୧.୫୯% ଜଣ ପରୁଷ ହୋଇଥିବା ବେଳେ ୪୮.୪୧% ଜଣ ନାରୀ ଅଟନ୍ତି । ନମକ୍କାଲ୍ର ସାକ୍ଷରତା ହାର ୬୧.୮୫% ଅଟେ । ଏହା ଜାତୀୟ ହାରଠାରୁ ୨.୯୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୯୬% ପ୍ରତିଶତ ପୁରୁଷ ଓ ୨୫.୮୯% ନାରୀ ଅଟନ୍ତି । ୧୦.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ତାମିଲ ନମକ୍କାଲ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; 2011census ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା