ନଡିଆ ପାଚେଡ଼ି

(ନଡିଆ ପାଚେଡିରୁ ଲେଉଟି ଆସିଛି)

ନଡ଼ିଆ ପାଚେଡି ନଡ଼ିଆରେ ତିଆରି ହେଉଥିବା ଓଡ଼ିଆ ଖାଦ୍ୟ । ଭୋଜିଭାତ, ବିବାହ ଆଦିତରେ ଏହା ପ୍ରାୟତଃ ତିଆରି ହୁଏ । ନଡ଼ିଆକୁ କୋରି, ଅଦା ଦେଇ ଦରବଟା କରିବାକୁ ହୁଏ । ବିରିଡାଲି, ଶୋରିଷ ମଞ୍ଜି, ଭୃଷଙ୍ଗ ପତ୍ର ଦେଇ ଛୁଙ୍କ ତିଆରି କରି ଦରବଟା ନଡ଼ିଆରେ ମିଶାଇ ନଡ଼ିଆ ପାଚେଡି ତିଆରି କରାଯାଏ ।[୧]

ଅନନ୍ତ ବାସୁଦେବ ମନ୍ଦିର ରୋଷଶାଳାରେ ପ୍ରସ୍ତୁତ ନଡ଼ିଆ ପାଚେଡ଼ି
ଅବଢ଼ାରେ ପରସାଯାଇଥିବା ନଡ଼ିଆ ପାଚେଡି ।

ଆଧାର ସମ୍ପାଦନା

  1. ଦେବୀ, ପ୍ରସନ୍ନ କୁମାରୀ (2008). ଓଡ଼ିଶୀ ରନ୍ଧନ କଳା. କଟକ: ଅଗ୍ରଦୂତ.