ନଟରାଜ ୦୦୯
୨୦୨୨ର ସମ୍ବଲପୁରୀ କଥାଚିତ୍ର
ନଟରାଜ ୦୦୯ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ସମ୍ବଲପୁରୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମୁନ୍ନା ଓ ସଚିନ ମହାପାତ୍ର । ଭକ୍ତ ପ୍ରସାଦ ବାରିକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ନଟରାଜ ୦୦୯ | |
---|---|
ନିର୍ଦ୍ଦେଶକ | ଭକ୍ତ ପ୍ରସାଦ ବାରିକ |
ପ୍ରଯୋଜକ | ମୁନ୍ନା, ସଚିତ ମହାପାତ୍ର |
ସଂଳାପ | ଭକ୍ତ ପ୍ରସାଦ ବାରିକ |
ଚିତ୍ରନାଟ୍ୟ | ଭକ୍ତ ପ୍ରସାଦ ବାରିକ |
କାହାଣୀ | ଭକ୍ତ ପ୍ରସାଦ ବାରିକ |
କଳାକାର | ଉମାକାନ୍ତ ବାରିକ ଟ୍ୱିଙ୍କଲ୍ ଜୟୀରାମ ସାମଲ |
ସଙ୍ଗୀତ | ଭକ୍ତ ପ୍ରସାଦ ବାରିକ |
ଚିତ୍ରଗ୍ରହଣ | ଜିତ୍, ଫେଲୁ |
ସମ୍ପାଦକ | ସୁମିତ ଶର୍ମା |
ମୁକ୍ତିଲାଭ ତାରିଖ | ୨୧ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉମାକାନ୍ତ ବାରିକ ଓ ଟ୍ୱିଙ୍କଲ୍ । ଜୟୀରାମ ସାମଲ, ଡିସ୍କୋ ରେଡ୍ଡୀ, ମିଟୁ ମିଥୁନ, ସୁରେନ୍ଦ୍ର ନନ୍ଦ, ଛବିଳ ପ୍ରଧାନ, ଶେଖର ଉମା, ଧନେଶ ନାଗ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୨୧ ତାରିଖରେ ମୁକ୍ତିଲାଭ କରିଥିଲା ।
ଅଭିନୟ
ସମ୍ପାଦନା- ଉମାକାନ୍ତ ବାରିକ
- ଟ୍ୱିଙ୍କଲ୍
- ଜୟୀରାମ ସାମଲ
- ଡିସ୍କୋ ରେଡ୍ଡୀ
- ମିଟୁ ମିଥୁନ
- ସୁରେନ୍ଦ୍ର ନନ୍ଦ
- ଛବିଳ ପ୍ରଧାନ
- ଶେଖର ଉମା
- ଧନେଶ ନାଗ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭକ୍ତ ପ୍ରସାଦ ବାରିକ । ଉମାକାନ୍ତ ବାରିକ ଏହାର ଗୀତ ରଚନା କରିଥିଲେ । ପଲ୍ଲବୀ ନାୟକ ଓ ଉମାକାନ୍ତ ବାରିକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସୁନ୍ଦରୀ" | ଉମାକାନ୍ତ ବାରିକ, ପଲ୍ଲବୀ ନାୟକ | |
2. | "ରୁପିଆ ଲେ ଲେ" | ଉମାକାନ୍ତ ବାରିକ, ପଲ୍ଲବୀ ନାୟକ |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଓଡ଼ିଆ ମୁଭି ଡାଟାବେସ୍ରେ ନଟରାଜ ୦୦୯