ନଟରାଜ ୦୦୯

୨୦୨୨ର ସମ୍ବଲପୁରୀ କଥାଚିତ୍ର

ନଟରାଜ ୦୦୯ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ସମ୍ବଲପୁରୀ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମୁନ୍ନା ଓ ସଚିନ ମହାପାତ୍ର । ଭକ୍ତ ପ୍ରସାଦ ବାରିକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ନଟରାଜ ୦୦୯
ନିର୍ଦ୍ଦେଶକଭକ୍ତ ପ୍ରସାଦ ବାରିକ
ପ୍ରଯୋଜକମୁନ୍ନା, ସଚିତ ମହାପାତ୍ର
ସଂଳାପଭକ୍ତ ପ୍ରସାଦ ବାରିକ
ଚିତ୍ରନାଟ୍ୟଭକ୍ତ ପ୍ରସାଦ ବାରିକ
କାହାଣୀଭକ୍ତ ପ୍ରସାଦ ବାରିକ
କଳାକାରଉମାକାନ୍ତ ବାରିକ
ଟ୍ୱିଙ୍କଲ୍
ଜୟୀରାମ ସାମଲ
ସଙ୍ଗୀତଭକ୍ତ ପ୍ରସାଦ ବାରିକ
ଚିତ୍ରଗ୍ରହଣଜିତ୍, ଫେଲୁ
ସମ୍ପାଦକସୁମିତ ଶର୍ମା
ମୁକ୍ତିଲାଭ ତାରିଖ
୨୧ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉମାକାନ୍ତ ବାରିକ ଓ ଟ୍ୱିଙ୍କଲ୍ । ଜୟୀରାମ ସାମଲ, ଡିସ୍କୋ ରେଡ୍ଡୀ, ମିଟୁ ମିଥୁନ, ସୁରେନ୍ଦ୍ର ନନ୍ଦ, ଛବିଳ ପ୍ରଧାନ, ଶେଖର ଉମା, ଧନେଶ ନାଗ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୨୧ ତାରିଖରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

  • ଉମାକାନ୍ତ ବାରିକ
  • ଟ୍ୱିଙ୍କଲ୍
  • ଜୟୀରାମ ସାମଲ
  • ଡିସ୍କୋ ରେଡ୍ଡୀ
  • ମିଟୁ ମିଥୁନ
  • ସୁରେନ୍ଦ୍ର ନନ୍ଦ
  • ଛବିଳ ପ୍ରଧାନ
  • ଶେଖର ଉମା
  • ଧନେଶ ନାଗ

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭକ୍ତ ପ୍ରସାଦ ବାରିକ । ଉମାକାନ୍ତ ବାରିକ ଏହାର ଗୀତ ରଚନା କରିଥିଲେ । ପଲ୍ଲବୀ ନାୟକ ଓ ଉମାକାନ୍ତ ବାରିକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ସୁନ୍ଦରୀ"ଉମାକାନ୍ତ ବାରିକ, ପଲ୍ଲବୀ ନାୟକ 
2."ରୁପିଆ ଲେ ଲେ"ଉମାକାନ୍ତ ବାରିକ, ପଲ୍ଲବୀ ନାୟକ 

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା