ନଙ୍ଗପୋ
ନଙ୍ଗପୋ ,{IPA: nɒŋˈpɒ(ə)}ଭାରତୀୟ ରାଜ୍ୟ ମେଘାଲୟର ଋ-ଭୋଇ ଜିଲ୍ଲାର ଏକ ପ୍ରଶାସନିକ କେନ୍ଦ୍ର । ଏହା ଜାତୀୟ ରାଜପଥ 40 ଉପରେ ରହିଛି । ରାଜଧାନୀ ଶିଲଂଠାରୁ ଏହାର ଦୂରତା 52 କିଲୋମିଟର ଏବଂ ଆସାମର ରାଜଧାନୀ ଗୁୱାହଟିଠାରୁ 48 କିଲୋମିଟର ଦୁରବର୍ତୀ ।
Nongpoh | |
---|---|
city | |
Country | India |
State | Meghalaya |
District | Ri Bhoi |
Elevation | 485 m (1,591 ft) |
Population (2001) | |
• Total | ୧୩,୧୬୫ |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | ML |
ଭୌଗୋଳିକ ସ୍ଥିତି
ସମ୍ପାଦନାଏହାର ଭୌଗୋଳିକ ଅବସ୍ଥିତି 25°54′N 91°53′E / 25.9°N 91.88°E ଠାରେ .[୧] ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଛତା 1591 ଫୁଟ । ବ୍ରହ୍ମପୁତ୍ର ସମତାଳୀୟ ଅଞ୍ଚଳରେ ଥିବା ହେତୁ ଏଠାକାର ଜଳବାଯୁରେ ଆର୍ଦ୍ରତା ରହିଥାଏ । ଏଠାରେ ପାଇନେପଲ କଦଳୀ , ଲିଚୁ ଜାତୀୟ ଫଳ ବହୁ ପରିମାଣରେ ହେଇଥାଏ । ପାନ ପାତ୍ର ଚାଷ ଓ ଗୁଆ ବୃକ୍ଷୀ ମଧ୍ୟ ବହୁ ସଂଖ୍ୟାରେ ହେଇଥାଏ ।
ଜନସଂଖ୍ୟା
ସମ୍ପାଦନା2001 ମସିହା[୨] ଜନଗଣନା ଅନୁସାରେ ନଙ୍ଗପୋର ଜନସଂଖ୍ୟା 13,165 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 51% ହେଇଥିବା ବେଳେ ମହିଳା 49% ଥିଲେ । ଏଥରେ ସାକ୍ଷ୍ୟରତା ହାର 61 % ଓ 6 ବର୍ଷରୁ କମ ସଂଖ୍ୟା 21 % ଥିଲା ।
ଆଧାର
ସମ୍ପାଦନା- ↑ Falling Rain Genomics, Inc - Nongpoh
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.