[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nautanwa
नौतनवां
NTW
Town
Country India
StateUttar Pradesh
DistrictMaharajganj
Government
 • TypeMunicipal Governance
Elevation
89 m (292 ft)
Population
 (2011)[୧]
 • Total୩୩,୭୫୩
Time zoneUTC+5:30 (IST)
PIN
273164
Telephone code+91-05522
ଯାନବାହାନ ପଞ୍ଚୀକରଣUP 56

ନଉତନୱା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମହରଜ୍ଗଞ୍ଜ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ନଉତନୱା ୨୭.୪୨୭୫ ଉତ୍ତର ଅକ୍ଷାଂଶ ଓ ୮୩.୪୧୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୮୮ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନଉତନୱା ସହରର ମୋଟ ଜନସଂଖ୍ୟା ୨୯୨୫୯ ଅଟେ ।[୩] ସେଥି ମଧ୍ୟରୁ ୫୨.୧୧% ଜଣ ପରୁଷ ହୋଇଥିବା ବେଳେ ୪୭.୮୯% ଜଣ ନାରୀ ଅଟନ୍ତି । ନଉତନୱାର ସାକ୍ଷରତା ହାର ୬୧.୬୨% ଅଟେ । ଏହା ଜାତୀୟ ହାରଠାରୁ ୩.୨୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୭୮% ପ୍ରତିଶତ ପୁରୁଷ ଓ ୨୪.୮୪% ନାରୀ ଅଟନ୍ତି । ୧୬.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ନଉତନୱାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା