ଧୂମାଭ ଦିଗନ୍ତ
ଏହା ମନୋଜ ଦାସଙ୍କ ରଚିତ[୧] ଏକ ଗଳ୍ପ ସଂକଳନ ଅଟେ ।[୨] ଏହାର ପ୍ରଥମ ପ୍ରକାଶନ ୧୯୭୭ରେ ହୋଇଥିଲା ।[୩] ପ୍ରଥମେ ଏହାର ନାମ "ଧୂମ୍ରାଭ ଦିଗନ୍ତ" ରଖାଯାଇଥିଲା କିନ୍ତୁ ପରେ ଲେଖକଙ୍କ ଉପଦେଶ କ୍ରମେ ଏହାକୁ "ଧୂମାଭ ଦିଗନ୍ତ" କରିଦିଆଗଲା ।
ସଂକଳିତ ଗଳ୍ପ
ସମ୍ପାଦନାଏଥିରେ ସଂକଳିତ ଗଳ୍ପ ଗୁଡ଼ିକ ହେଲା:
- ଧୂମାଭ ଦିଗନ୍ତ
- ଭାଇ
- ଶୁଖିଲା ପତ୍ର
- ଦାନ୍ତ
- ଜହ୍ନରାତିରେ ସେତୁ
- ସର୍ବଭୂତେଷୁ
- ଲୋହିତ ଗୋଧୂଳି
- ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର: ବ୍ୟାଘ୍ର ଓ କଙ୍କଣଲୋଭୀ ପଥଚାରୀ
- ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର: ମୂର୍ଖ ଭୃତ୍ୟ ଉପାଖ୍ୟାନ
- ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର: ଆକାଶ କଇଁଛ
ଟୀକା
ସମ୍ପାଦନା- ↑ http://www.ncert.nic.in/html/pdf/announcement/lectureseries/Memorial%20Lecture/SriAurobindoLecture.pdf
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 278–. ISBN 978-81-260-0873-5.
- ↑ http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
ଆଧାର
ସମ୍ପାଦନା- ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. 2010.