ଧୂନ୍ଧର
ଧୂନ୍ଧର , ଜଯପୁର ଅଞ୍ଚଳ ମଧ୍ୟ କୁହାଯାଏ ,ଭାରତୀୟ ରାଜ୍ୟ ରାଜସ୍ଥାନର ଏକ ଏଇତିହାସିକ ଅଞ୍ଚଳ । ଏହା ଜଯପୁର ଜିଲ୍ଲା ଦୌସା , ସୱାଇ ମାଧୋପୁର,ଟୋଙ୍କ ଓ କରୌଲି ଜିଲ୍ଲାର ଉରରରାଞ୍ଚଳକୁ କୁହା ଯାଏ ।
Historical Region of North India ଧୂନ୍ଧର | |
Location | Rajasthan |
19th-century flag | |
State established: | 10th century |
Language | Dhundari |
Dynasties | Chanda Meenas (till the 10th century) Kachwahas (967-1949) |
Historical capitals | Dausa, Amer, JaipurTonk |
Separated states | Bharatpur, Alwar, Karauli |
ଏହି ଅଞ୍ଚଳ ରାଜସ୍ଥାନର ପୂର୍ବ-କେନ୍ଦ୍ରରେ ରହିଛି ଓ ଉତ୍ତର ପଶ୍ଚିମ ଦିଗରେ ଅରାବଳି ପର୍ବତ ମାଳ , ପଶ୍ଚିମରେ ଆଜମେର, ଦକ୍ଷିଣ ପଶ୍ଚିମରେ ମେବାର , ଦକ୍ଷିଣରେ ହତୋଡି ଓ ପୂର୍ବରେ ଅଲୱାର , ଭରତପୁର , ଓ କରୌଲି ଜିଲ୍ଲାରହିଛି ।
ଭୌଗୋଳିକ ସ୍ଥିତି
ସମ୍ପାଦନା1900 ମସିହାରେ ଜଯପୁର ରାଜାଙ୍କ ସମୟ ରେ ଏହି ଅଞ୍ଚଳର ସମୁଦାୟ ଆୟତନ 15,579 ( 40,349 ବର୍ଗ କିଲୋମିଟର ) ବର୍ଗ ମାଇଲ ଥିଲା
ଦକ୍ଷିଣ କେନ୍ଦ୍ର ଅଞ୍ଚଳ ବନାଶ ନଦୀର ବେସିନ ଅଞ୍ଚଳ ଓ ଧୁନ୍ଦ ନଦୀ ଅଞ୍ଚଳ ଥିଲା । ଉତ୍ତରାଞ୍ଚଳରେ ବନଗଙ୍ଗା ରହିଛି ।
ଇତିହାସ
ସମ୍ପାଦନାପ୍ରାଚୀନ କଳାରେ ଜଯପୁର ରାଜ୍ୟ ଅମ୍ବର ବାଆ ଧୂନ୍ଧର ନାମରେ ପରିଚିତ ଥାଇ ମିନା ବଂଶଦ୍ୱାରା ଶାସିତ ହଉଥିଲା ।[୧]
ସଂସ୍କୃତି
ସମ୍ପାଦନାଏଠାରେ ପ୍ରାଚୀନ କାଳରେ ଜୈନ ଧର୍ମର ବିଶେଷ ପ୍ରସାର ହେଇଥିଲା । ଏଠାରେ ଅଦ୍ୟାବଧି 17 ଶ[୨] ଶତାବ୍ଦୀରେ ବ୍ୟାପକ ହେଇଥିବା ଜୈନ ସ୍ମୃତି ସବୁ ରହିଛି ।
ଆଧାର
ସମ୍ପାଦନା- ↑ Rann Singh Mann, K. Mann (1989). Tribal Cultures and Change. Mittal Publications. p. 17.
- ↑ John E. Cort "A Tale of Two Cities: On the Origins of Digambara Sectarianism in North India." L. A. Babb, V. Joshi, and M. W. Meister (eds.), Multiple Histories: Culture and Society in the Study of Rajasthan, 39-83. Jaipur: Rawat, 2002.