ଧାନଚାଙ୍ଗଡା
ଧାନଚାଙ୍ଗଡା ଓଡ଼ିଶାର ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଏକ ପଞ୍ଚାୟତ ତଥା ଏକ ପର୍ଯ୍ୟଟନ ସ୍ଥଳୀ ଅଟେ । ଏହି ସ୍ଥାନଟି ଖଣ୍ଡପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏବଂ ନୀଳମାଧବ ପୀଠର ଅତିନିକତର ଗାଁ ଅଟେ ।[୧]
ଧାନଚାଙ୍ଗଡା
ଧାନଚାଙ୍ଗଡା ବିଶ୍ୱାବସୁ ପୀଠ | |
---|---|
ଗାଁ | |
Country | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ନୟାଗଡ଼ |
Population (୨୦୧୧) | |
• Total | ୫୦୩୦ |
Languages | |
• Official | ଓଡ଼ିଆ |
Time zone | UTC+5:30 (IST) |
ପିନ | ୭୫୨୦୭୮ |
STD କୋଡ଼ | ୦୬୭୫୭ |
ଯାନବାହାନ ପଞ୍ଚୀକରଣ | OD/OR |
ଗମନାଗମନ
ସମ୍ପାଦନାଏହା ନୟାଗଡଠାରୁ 35 କି.ମି.ଏବଂ ଖୋର୍ଦ୍ଧାଠାରୁ ୫୦ କି.ମି.ଏବଂ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ୮୮ କିମି ଦୂରରେ ଅବସ୍ଥିତ । କେବଳ ବସ ଯୋଗେ ଯିବା ଆସିବା ସୁବିଧା ଅଛି । କଣ୍ଟିଲୋ ବସଷ୍ଟାଣ୍ଡରୁ ଅଟୋ ଯୋଗେ ଆସିବାକୁ ପଡିବ ।
ଶିକ୍ଷା
ସମ୍ପାଦନାଏହି ଗ୍ରାମରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଏବଂ ଗୋଟିଏ ଉଚ୍ଚ ବିଦ୍ୟାଳୟ ।
ସଂସ୍କୃତି
ସମ୍ପାଦନାଏହି ସ୍ଥାନରେ ପ୍ରାଚୀନ ବିଶ୍ୱାବସୁ ପୀଠ , ବିଷ୍ଣୁ ମନ୍ଦିର ଏବଂ ଶିବ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଦଣ୍ଡ ଯାତ୍ରା , ଦୋଳ ଯାତ୍ରା, ଧନୁ ସଙ୍କ୍ରାତି ଯାତ୍ରା ଆଦି ଅନୁଷ୍ଠିତ ହୋଇଥାଏ ।