[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Dharmanagar
ধর্মনগর
city
ଦେଶIndia
ରାଜ୍ୟTripura
ଜିଲ୍ଲାNorth Tripura
Area
 • ସମୁଦାୟ7.77 km2 (3�00 sq mi)
Elevation
21 m (69 ft)
Population
 (2011)
 • Total୪୦,୫୯୫
 • RankSecond largest town of Tripura after capital Agartala.
 • Density5,224.6/km2 (13,532/sq mi)
ଭାଷା
 • ସରକାରୀBengali, Hindi, English.
Time zoneUTC+5:30 (IST)
PIN
799250 - 53
Telephone code03822
ଯାନବାହାନ ପଞ୍ଚୀକରଣTR 05 XX YYYY
Websitewww.gdcdharmanagar.in

ଧର୍ମନଗର ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ତ୍ରିପୁରାର ନୋର୍ଥ୍ ତ୍ରିପୁର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ଧର୍ମନଗର ୨୪.୩୬୬୭ ଉତ୍ତର ଅକ୍ଷାଂଶ ଓ ୯୨.୧୬୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୮ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଧର୍ମନଗର ସହରର ମୋଟ ଜନସଂଖ୍ୟା ୩୦୭୮୫ ଅଟେ ।[୨] ସେଥି ମଧ୍ୟରୁ ୫୦.୫୧% ଜଣ ପରୁଷ ହୋଇଥିବା ବେଳେ ୪୯.୪୯% ଜଣ ନାରୀ ଅଟନ୍ତି । ଧର୍ମନଗରର ସାକ୍ଷରତା ହାର ୮୫.୦୮% ଅଟେ । ଏହା ଜାତୀୟ ହାରଠାରୁ ୨୦.୨୪% ପ୍ରତିଶତ କମ ଅଟେ । ସେଥିରୁ ୪୪.୦୫% ପ୍ରତିଶତ ପୁରୁଷ ଓ ୪୧.୦୩% ନାରୀ ଅଟନ୍ତି । ୮.୯୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ବଙ୍ଗାଳୀ, କୋକବୋରୋକ ଧର୍ମନଗରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା