ଦୟା ନଦୀ
ଦୟା ନଦୀ ବା ଦଇଆ ନଈ କୁଆଖାଇର ଏକ ଶାଖାନଦୀ । ଦଧୀଚି ମୁନିଙ୍କ ନାମରୁ ଏହି ନଦୀର ନାମ ଦୟା ହୋଇଛି । ଏହାର ପ୍ରାଚୀନ ନାମ ଦଧିଭଦ୍ରାରୁ ଅପଭ୍ରଷ୍ଟ ହୋଇ ଦଧିଆ, ପରେ ଦହିଆ, ତତ୍ପରେ 'ଦୟା' ନାମ ହୋଇଛି ।[୧]
ଏହା ଖୋର୍ଦ୍ଧା ଜିଲ୍ଲା ବାଳକାଟୀ ନିକଟସ୍ଥ ସରଦେଇପୁରଠାରେ ବାହାରି ଧଉଳି, ତିରିମଲ୍ଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଜଙ୍କିଆ, ଗଡ଼ିଶାଗୋଦା ପ୍ରଭୃତି ଅଞ୍ଚଳ ଦେଇ ଦୀର୍ଘ ୩୭ କି.ମି ଅତିକ୍ରମ କରି ଚିଲିକାରେ ମିଶିଛି [୨]ରାଜୁଆ ଏହାର ଶାଖାନଦୀ
ଆଧାର
ସମ୍ପାଦନା- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୩୬୬୬
- ↑ "Daya River". India. Online Highways LLC. 2005. Retrieved 2012-09-01.
{{cite web}}
: Text "Orissa" ignored (help)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |