ଦେବେନ୍ଦ୍ର ଶତପଥୀ

ଓଡ଼ିଆ ରାଜନୀତିଜ୍ଞ

ଦେବେନ୍ଦ୍ର ଶତପଥୀ (ଜନ୍ମ: ୯ ସେପ୍ଟେମ୍ବର ୧୯୨୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଦେବେନ୍ଦ୍ର ଶତପଥୀ
ସାଂସଦ: ୫ମ, ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୯
ପୂର୍ବ ଅଧିକାରୀକାମାକ୍ଷା ପ୍ରସାଦ ସିଂହଦେଓ
ପର ଅଧିକାରୀକାମାକ୍ଷା ପ୍ରସାଦ ସିଂହଦେଓ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1929-09-09) ୯ ସେପ୍ଟେମ୍ବର ୧୯୨୯ (ବୟସ ୯୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନନ୍ଦିନୀ ଶତପଥୀ
ବାପା/ବୋଉବିଶ୍ୱନାଥ ଶତପଥୀ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଦେବେନ୍ଦ୍ର ଶତପଥୀ ୧୯୨୯ ମସିହାର ସେପ୍ଟେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ଶତପଥୀ ଓ ପତ୍ନୀଙ୍କ ନାମ ନନ୍ଦିନୀ ଶତପଥୀ ।[୧]

ରାଜନୈତିକ ଜୀବନ ସମ୍ପାଦନା

ଦେବେନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଭାରତୀୟ ସମ୍ବିଧାନର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Debendra Satpathy". odishaassembly.nic.in. Odisha Assembly. Retrieved 1 April 2021.