ଦେବାଶିଷ ସାମନ୍ତରାୟ
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ
ଦେବାଶିଷ ସାମନ୍ତରାୟ, ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୧] ସେ ପର୍ବ, ଭିନ୍ନସ୍ୱର, ସତମୁହଁ, ରାହା, ଛକିଶୂନ, ପ୍ରତିବିମ୍ବ ଭଳି ଗଳ୍ପ ଏବଂ ଏପଟେ ସେପଟେ, ବିନ୍ଦୁରୁ ବୃତ୍ତ ଭଳି ଉପନ୍ୟାସ ରଚନ କରିଛନ୍ତି ।
ଦେବାଶିଷ ସାମନ୍ତରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଦେବାଶିଷ ସାମନ୍ତରାୟ |
ଜାତୀୟତା | ![]() |
ଶିକ୍ଷା | ଚାଟାର୍ଡ଼ ଆକାଉଣ୍ଟାଣ୍ଟ |
ଶିକ୍ଷାନୁଷ୍ଠାନ | ନୟାଗଡ଼ କଲେଜ |
ବାଲ୍ୟଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ଦେବାଶିଷ, ନୟାଗଡ଼ ଜିଲ୍ଲାର ରଣପୁରଅନ୍ତର୍ଗତ ଅଡାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅଡାଲ ଶଙ୍କର୍ଷଣ ବିଦ୍ୟାଳୟରୁ ୧୯୯୦ମସିହାରେ ମାଟ୍ରିକ ଓ କଣ୍ଟାବାଡ଼ସ୍ଥିତ ରମାମଣୀ ମହାବିଦ୍ୟାଳୟରେ +୨ବିଜ୍ଞାନ ପଢିଥିଲେ । ତାପରେ ନୟାଗଡ଼ ମହାବିଦ୍ୟାଳୟରୁ +୩ବିଜ୍ଞାନ ଓ କଲିକତାରୁ ଚାଟାର୍ଡ ଆକାଉଣ୍ଟାନ୍ସି ପଢିଥିଲେ । କଟକର ଏକ ଚାଟାର୍ଡ ଆକାଉଣ୍ଟାନ୍ସି ସଂସ୍ଥାରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ ।
ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ
ମା'ଙ୍କଠାରୁ ଗପ ଶୁଣି ସେ ସାହିତ୍ୟ ପଢିବା, ଲେଖିବା ପ୍ରତି ଆକର୍ଷିତ ହୋଇଥିଲେ । ନୟାଗଡ଼ କଲେଜ ମୁଖପତ୍ର 'ରୁକ୍ଷୀ'ରେ ତାଙ୍କ ପ୍ରଥମ କବିତା 'ବୋଉ' ପ୍ରକାଶିତ ହୋଇଥିଲା । 'ପୁଅ' ଥିଲା ତାଙ୍କର ପ୍ରଥମ ପ୍ରକାଶିତ କ୍ଷୁଦ୍ରଗଳ୍ପ । ଏହି ଗପ ତାଙ୍କୁ ପାଠକୀୟ ପରିଚିତି ଆଣି ଦେଇଥିଲା ।
ରଚନାବଳୀସମ୍ପାଦନ କରନ୍ତୁ
ଗଳ୍ପସମ୍ପାଦନ କରନ୍ତୁ
- ପର୍ବ
- ଭିନ୍ନସ୍ୱର
- ସତମୁହଁ
- ରାହା
- ଛକିଶୂନ
- ପ୍ରତିବିମ୍ବ
ଉପନ୍ୟାସସମ୍ପାଦନ କରନ୍ତୁ
- ଏପଟେ ସେପଟେ
- ବିନ୍ଦୁରୁ ବୃତ୍ତ
ପୁରସ୍କାର ଓ ସମ୍ମାନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "କଥା ଓ କଥାକାର" (ପ୍ରଗତିବାଦୀ ୨୦/୦୪/୨୦୧୯ ପୃଷ୍ଠା ୧୩). ପ୍ରଗତିବାଦୀ. Retrieved 22 April 2019.
- ↑ https://www.telegraphindia.com/1140304/jsp/odisha/story_18037625.jsp
- ↑ "ପ୍ରଥମ ରୋଜଗାର". ଧରିତ୍ରୀ ଛୁଟିଦିନ ଜୁଲାଇ ୯-୧୫, ୨୦୧୭. Retrieved 13 July 2017.
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ" (ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ). ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.