ଦୁରନ୍ତ ଏକ୍ସପ୍ରେସ ଟ୍ରେନ
ଦୁରନ୍ତ ଏକ୍ସପ୍ରେସ ଏକ ଦୂରଗାମୀ , ସ୍ୱଳ୍ପ ରହଣିସ୍ଥଳ ବିଶିଷ୍ଟ ଟ୍ରେନ ଶ୍ରେଣୀ ଯାହା ଭାରତୀୟ ରେଳବାଇଦ୍ୱାରା ପ୍ରଚାଳନ କରାଯାଇଛି । ମୁଖ୍ୟତହ ଏହି ଟ୍ରେନ ସାନୁହରେ ଯାତ୍ରାରମ୍ଭ ସ୍ଥଳରୁ ଗନ୍ତବ୍ୟ ସ୍ଥଳ ଯାଏ ସିଧାସଳକ ଟିକେଟ ଛଡା ଆଉ ମଧ୍ୟ ବର୍ତୀ ରହଣିରୁ ଟିକେଟ ମିଳିବାର ବ୍ୟବସ୍ଥା ନ ଥିଲା। ତେବେ ବର୍ତ୍ତମାନ ଏଥିରେ ମଧ୍ୟ ବର୍ତୀ ଷ୍ଟେସନରୁ ମଧ୍ୟ ଟିକେଟ ବ୍ୟବସ୍ଥା ହେଲାଣି । ହରିତ ଓ ସବୁଜ ରଙ୍ଗ ବିଶିଷ୍ଟ ଏହି ଟ୍ରେନ ସମୂହ ଦେଶର ମୁଖ୍ୟ ମେଟ୍ରୋ ସହରମାନଙ୍କୁ ତଥା ଭାରତୀୟ ରାଜଧାନୀ ଦିଲ୍ଲୀକୁ ସଂଯୋଗ କରିଥାଏ । ଏହି ଟ୍ରେନ ସମୂହ ଗତି ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସଠାରୁ ଦ୍ରୁତତର ହେଇଥାଏ ।
ଇତିହାସ
ସମ୍ପାଦନାଭାରତ ସରକାରଙ୍କ ରେଳ ବିଭାଗ ୨୦୦୭ରୁ ଦ୍ରୁତ ଗତି ଚଳିତ ଟ୍ରେନଗୁଡ଼ିକ ଚଳେଇବା ପାଇଁ ଉଦ୍ୟମ ଆରମ୍ଭ କରି ଏଥିପାଇଁ ୫୦୦ କିଲୋମିଟର ରେଳପଥକୁ ଉପଯୁକ୍ତ ବୋଲି ଚିହ୍ନଟ କରିଥିଲେ । ପରିକ୍ଷ୍ୟା ମୂଳକ ଭାବେ ଦିଲ୍ଲୀ ଅମୃତସର ମଧ୍ୟରେ ଥିବା ରେଳପଥକୁ ଏଥି ପାଇଁ ସର୍ଭେ କରାଯାଇଥିଲା । ଏହା ସହିତ ପୁନେ- ମୁମ୍ବାଇ, ମୁମ୍ବାଇ-ହାଇଦେରବାଦ , ଚେନେଇ -ଥିରୁବନ୍ତପୁର ରେଳପଥକୁ ମଧ୍ୟ ବିଚାର କରାଯାଉଛି ଓ ବିଦେଶରୁ ଟେକନିକାଲ ପରାମଶା ନିଆ ଯାଉଛି । ୨୦୦୯=୧୦ରେ ଦୁରନ୍ତ ଏକ୍ସପ୍ରେସ ଟ୍ରେନ ଚାଲିବା ସହିତ ଏହି ଦ୍ରୁତ ଗତି ଟ୍ରେନ ଶ୍ରେଣୀ ଚଳେଇବାର ପ୍ରଥମ ସୋପାନ ହିସାବ ଆରମ୍ଭ କରାଯାଇଥିଲା । ସିଆଲଦା - ନୂଆ ଦିଲ୍ଲୀ ମଧ୍ୟରେ ପ୍ରଥମ ଦୁରନ୍ତ ଟ୍ରେନ ପ୍ରଚାଳନ ହେଇଥିଲା।
ଗୁଣବତ୍ତା ଓ ବେଗ
ସମ୍ପାଦନାସବୁ ଦୁରନ୍ତ ଟ୍ରେନକୁ ଦ୍ରୁତ ଗତି ଟ୍ରେନ ହିସାବରେ ଗଣାଯାଏ । ସିଆଲଦା - ନୂଆ ଦିଲ୍ଲୀ ଦୁରନ୍ତ ଟ୍ରେନକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ୧୬ ଘଣ୍ଟା ଲାଗୁଥିଲା ବେଳେ ଅନ୍ୟତମ ଦ୍ରୁତଗତି ଟ୍ରେନ ରାଜଧାନୀ ଏକ୍ସପ୍ରେସ ଜୁ ସେହି ପଥରେ ୧୭ ଘଣ୍ଟା ଲାଗିଥାଏ । ତେବେ ବର୍ତ୍ତମାନ ଏହାର ବେଗର ସର୍ବୋଛ ସୀମା ୧୧୦ କିଲୋମିଟର ଘଣ୍ଟା ପିଛା ରଖା ଯାଇଛି ।
ବର୍ତ୍ତମାନ ପ୍ରଚଳିତ ଥିବା ଦୃଅନ୍ତ ଏକ୍ସପ୍ରେସ ସାହୁହାର ତାଲିକା
ସମ୍ପାଦନାNo | Train number | Services | Avg Speed | |||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|
1 | 12213/12214 | ଜସବନ୍ତପୁର ଦିଲ୍ଲୀ ସରାଇ ରୋହିଲା ଦୁରନ୍ତ ଏକ୍ସପ୍ରେସ | ||||||||||||||||
2 | 12219/12220 | ସିକନ୍ଦରାବାଦ - ମୁମ୍ବାଇ ଦୁରନ୍ତ ଏକ୍ସପ୍ରେସ | ||||||||||||||||
3 | 12221/12222 | ପୁନେ ହୱଡା ଦୁରନ୍ତ expres | 71 km/hr | |||||||||||||||
4 | 12223/12224 | ଲୋକମାନ୍ୟ ତିଳକ ଟେମୀନସ - ଦୁରନ୍ତ ଏକ୍ସପ୍ରେସ | ||||||||||||||||
5 | 12227/12228 | ଇନ୍ଦୋର ଦୁରନ୍ତ ଏକ୍ସପ୍ରେସ | ||||||||||||||||
6 | 12239/12240 | ଜଯପୁର ଦୁରନ୍ତ ଏକ୍ସପ୍ରେସ | 70 km/hr | |||||||||||||||
7 | 12245/12246 | ହବଡା ଜସବନ୍ତ ପୁର ଦୁରନ୍ତ ଏକ୍ସପ୍ରେସ | 67 km/hr | |||||||||||||||
8 | 12259/12260 | ସିଆଲଦା - ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ | 85 km/hr | |||||||||||||||
9 | 12261/12262 | ହବଡା ମୁନବାଇ CST ଦୁରନ୍ତ ଏକ୍ସପ୍ରେସ | 74 km/hr | |||||||||||||||
10 | 12263/12264 | ହଜରତ ନିଜମୁଦ୍ଦିନ ଦୁରନ୍ତ ଏକ୍ସପ୍ରେସ | 78 km/hr | |||||||||||||||
11 | 12265/12266 | ଦିଲ୍ଲୀ ସରାଇ ରିହିଲା ଜମ୍ମୁ ତୱି ଦୁରନ୍ତ ଏକ୍ସପ୍ରେସ | ||||||||||||||||
12 | 12267/12268 | ଅହମଦାବାଦ ଦୁରନ୍ତ ଏକ୍ସପ୍ରେସ | 78 km/hr | |||||||||||||||
13 | 12269/12270 | ଚେନ୍ନେଇ ଦୁରନ୍ତ ଏକ୍ସପ୍ରେସ | 77 km/hr | |||||||||||||||
14 | 12273/12274 | ହବଡା ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ | 84 km/hr | |||||||||||||||
15 | 12275/12276 | ଆଲ୍ଲାହାବାଦ ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ | 85 Km/Hr | |||||||||||||||
16 | 12281/12282 | ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ | 77 km/hr | |||||||||||||||
17 | 12283/12284 | ଏର୍ନାକୁଲମ ଦୁରନ୍ତ ଏକ୍ସପ୍ରେସ | 68 km/hr | |||||||||||||||
18 | 12285/12286 | ସିକନ୍ଦରବାଦ ହଜରତ ନିଜମୁଦ୍ଦିନ ଦୁରନ୍ତ ଏକ୍ସପ୍ରେସ | 76 km/hr | |||||||||||||||
19 | 12289/12290 | ନାଗପୁର ଦୁରନ୍ତ ଏକ୍ସପ୍ରେସ | 74 km/hr | |||||||||||||||
20 | 12293/12294 | ଆଲ୍ଲାହାବାଦ ଦୁରନ୍ତ ଏକ୍ସପ୍ରେସ | 70 km/hr | |||||||||||||||
21 | 12297/12298 | ପୁନେ ଅହମଦାବାଦ ଦୁରନ୍ତ ଏକ୍ସପ୍ରେସ | 82 km/hr | |||||||||||||||
22 | 12847/12848 | ହବଡା ଦିଘା ଦୁରନ୍ତ ଏକ୍ସପ୍ରେସ | 60 km/hr | |||||||||||||||
23 | 22201/22202 | ସିଆଲଦା ପୁରୀ ଦୁରନ୍ତ ଏକ୍ସପ୍ରେସ | 64 km/hr | |||||||||||||||
24 | 22203/22204 | ବିଶାଖାପାଟନା ସିକନ୍ଦରବାଦ ଦୁରନ୍ତ ଏକ୍ସପ୍ରେସ | 73 km/hr | |||||||||||||||
25 | 22205/22206 | ଚେନ୍ନେଇ ମଦୁରାଇ ଦୁରନ୍ତ ଏକ୍ସପ୍ରେସ | 62 km/hr | |||||||||||||||
26 | 22213/22214 | କଲିକତା ଶାଳିମାର ଦୁରନ୍ତ ଏକ୍ସପ୍ରେସ | 62 km/hr | |||||||||||||||
27 | 22209/22210 | ମୁମ୍ବାଇ ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ | 82 km/hr | |||||||||||||||
ଘଟଣାବଳି ଓ ଦୁର୍ଘଟଣାସମ୍ପାଦନା
ଆଧାରସମ୍ପାଦନା
ବାହାର ଲିଙ୍କସମ୍ପାଦନା
|}|}|} |