ବିବେକ ଏକ୍ସପ୍ରେସ ଟ୍ରେନ

ବିବେକ ଏକ୍ସପ୍ରେସ ଟ୍ରେନ (ହିନ୍ଦୀ ଓ ମରାଠୀ i : विवेक एक्सप्रेस, ଗୁଜୁରାତି : વિવેક એક્ષ્પ્રેસ, ବେଙ୍ଗଲି  : বিবেক এক্সপ্রেস, Assamese : বিবেক এক্সপ্রেস, କାନାଡା  :ವಿವೇಕ್ ಎಕ್ಸ್ ಪ್ರೆಸ್, ତାମିଲ  : விவேக் விரைவு தொடருந்து), ତେଲୁଗୁ : వివేక్ ఎక్స్ప్రెస్  ପ୍ରକୃତରେ ଭାରତୀୟ ରେଳ ବିଭାଗ ତରଫରୁ ଚାଲୁଥିବା ୪ ଯୋଡ଼ା ଟ୍ରେନ । ୨୦୧୧-୧୨ ରେଳ ବଜେଟରେ ଘୋଷିତ ହେଇଥିବା ଏହି ଟ୍ରେନ ସମୂହର ପରିକଳ୍ପନା ସ୍ୱାମୀ ବିବେକାନନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନକୁ ସ୍ମରଣୀୟ କରିବା ପାଇଁ ହେଇଥିଲା । ସେହି ୪ଟି ରୁଟ ମଧ୍ୟରୁ ଗୋଟିଏ ଆସାମର ଦିବ୍ରୁଗଡରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରହିଛି । ଏହା ଭାରତରେ ଚାଲୁଥିବା ସବୁଠୁ ଦୀର୍ଘ ରୁଟ ଓ ପୃଥିବୀର ୯ ତମ ଦୀର୍ଘ ରୁଟ ।   ଏହି ୪ଟି ଯାକ  ଟ୍ରେନ ବର୍ତ୍ତମାନ ସାପ୍ତାହିକ ଭିତ୍ତିରେ ଚାଲେ । 

ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନ 
୧୯୦୨୭ ବିବେକ ଏକ୍ସପ୍ରେସ ଟ୍ରେନ 

ବିବେକ ଏକ୍ସପ୍ରେସ ଟ୍ରେନର ତାଲିକା  ସମ୍ପାଦନା

ଜୁଲାଇ ୨୦୧୩ ଯାଏ ୪ ଯୋଡ଼ା ବିବେକ ଏକ୍ସପ୍ରେସ ଚଳୁଥିଲା । 

  • 15905/15906 - ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନ
  • 19567/19568 - ଓଖା - ତୁତିକୋରିନ ବିବେକ ଏକ୍ସପ୍ରେସ
  • 19027/19028 - ବାନ୍ଦ୍ରା- ଜାମ୍ମୁ ତାୱି ବିବେକ ଏକ୍ସପ୍ରେସ
  • 22851/22852 -ସନ୍ତରାଗଛି - ମାଙ୍ଗାଲୋର ବିବେକ ଏକ୍ସପ୍ରେସ 
 
ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନର ରୁଟ ମ୍ୟାପ 
 
ବିବେକ ଏକ୍ସପ୍ରେସର ଅଭ୍ୟନ୍ତର ଦୃଶ୍ୟ

ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନ  ସମ୍ପାଦନା

ଓଖା - ତୁତିକୋରିନ ବିବେକ ଏକ୍ସପ୍ରେସ  ସମ୍ପାଦନା

 
ଓଖା - ତୁତିକୋରିନ ବିବେକ ଏକ୍ସପ୍ରେସର ରୁଟ ମ୍ୟାପ 
 
ବାନ୍ଦ୍ରା- ଜାମ୍ମୁ ତାୱି ବିବେକ ଏକ୍ସପ୍ରେସ ରୁଟ ମ୍ୟାପ 

ବାନ୍ଦ୍ରା- ଜାମ୍ମୁ ତାୱି ବିବେକ ଏକ୍ସପ୍ରେସ  ସମ୍ପାଦନା

ସନ୍ତରାଗଛି - ମାଙ୍ଗାଲୋର ବିବେକ ଏକ୍ସପ୍ରେସ ସମ୍ପାଦନା

 
ସନ୍ତରାଗଛି - ମାଙ୍ଗାଲୋର ବିବେକ ଏକ୍ସପ୍ରେସର ରୁଟ ମ୍ୟାପ 

ଭବିଷ୍ୟତ ଯୋଜନା  ସମ୍ପାଦନା

ଭାରତୀୟ ରେଳ ବିଭାଗ ତରଫରୁ ଭବିଷ୍ୟତରେ ଆହୁରି ଅଧିକ ବିବେକ ଏକ୍ସପ୍ରେସ ଚଳେଇବାର ଯୋଜନା ରହିଛି । 

ପୁନଶ୍ଚ ପଠନ  ସମ୍ପାଦନା

  • Himsagar Express
  • Tamil Nadu Express

ଆଧାର  ସମ୍ପାଦନା