ଦିଲ୍ଲୀ ଫରିଦାବାଦ ଆକାଶପଥ
ଦିଲ୍ଲୀ ଫରିଦାବାଦ ଆକାଶପଥ (ଡିସ୍କ ୱେ) , ଏକ ଛ ଲେନ ବିଶିଷ୍ଟ ଉତ୍ଥିତ ରାଜପଥ , ଯାହା ଦିଲ୍ଲୀ ଓ ଫରିଡା ବଡକୁ ସଂଯୋଗ କରେ । ଏହାର ଦୈର୍ଘ୍ୟ 4.4 କିଲୋମିଟର । [୧][୨] ଏହି ପ୍ରକଳ୍ପ ହିନ୍ଦୁସ୍ଥାନ କଂଷ୍ଟ୍ରକସନ କମ୍ପାନୀର ସହଯୋଗୀ କମ୍ପାନୀ ବଦରପୂର ଫରିଦାବାଦ ଟୋଲୱେ ଲିମିଟେଡଦ୍ୱାରା ନିର୍ମିତ ହୋଇଥିଲା । ସ୍କାଇ - ୱେ[୩]କୁହା ଯାଉଥିବା ଏହି ରାସ୍ତା ଦିଲ୍ଲୀର ବାଦରପୂରଠାରୁ ଆରମ୍ଭ ହେଇ ଫରିଦାବାଦର ସେକଟର-37ରେ ସମାପ୍ତ ହୁଏ ।
Delhi Faridabad Skyway | |
---|---|
Route information | |
Maintained by National Highways Authority of India | |
Length: | 4.4 km (୨.୭ mi) |
Existed: | November 29, 2010 – present |
Major junctions | |
North end: | Delhi |
South end: | Faridabad |
Highway system | |
References
ସମ୍ପାଦନା- ↑ "Delhi Faridabad Expressway". Archived from the original on 2016-01-01. Retrieved 2016-12-22.
- ↑ "Badarpur flyover to open today". The Times of India. Oct 5, 2010. Archived from the original on 2012-07-10. Retrieved 2016-12-22.
- ↑ "HCC bags Rs.340 crore BOT project of NHAI for Badarpur elevated highway". Financial Express. Jul 1, 2008.
External links
ସମ୍ପାଦନା- Road Map reference Archived 2016-12-04 at the Wayback Machine. at National Highways Authority of India
- Project reference Archived 2016-01-27 at the Wayback Machine.