[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Diphu
city
Country India
StateAssam
DistrictKarbi Anglong
Government
 • BodyDiphu Town Committee
Elevation
186 m (610 ft)
Population
 (2011)
 • Total୬୧,୭୯୭
Languages
 • OfficialAssamese, English
 • RegionalKarbi, Assamese
Time zoneUTC+5:30 (IST)
PIN
782460, 782462
Telephone code03671


ଦିଫୁ ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ଆସାମର କର୍ବି ଆଙ୍ଗ୍ଲୋଙ୍ଗ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ଦିଫୁ ୨୫.୮୪୩୪ ଉତ୍ତର ଅକ୍ଷାଂଶ ଓ ୯୩.୪୩୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଦିଫୁ ସହରର ମୋଟ ଜନସଂଖ୍ୟା ୫୨୦୬୨ ଅଟେ ।[୨] ସେଥି ମଧ୍ୟରୁ ୫୩.୩୩% ଜଣ ପରୁଷ ହୋଇଥିବା ବେଳେ ୪୬.୬୭% ଜଣ ନାରୀ ଅଟନ୍ତି । ଦିଫୁର ସାକ୍ଷରତା ହାର ୭୪.୮୬% ଅଟେ । ଏହା ଜାତୀୟ ହାରଠାରୁ -୧୦.୦୨% ପ୍ରତିଶତ କମ ଅଟେ । ସେଥିରୁ ୪୨.୭୭% ପ୍ରତିଶତ ପୁରୁଷ ଓ ୩୨.୦୮% ନାରୀ ଅଟନ୍ତି । ୧୨.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ଅହମିଆ ଦିଫୁର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା