ଦାଗନା ଜିଲ୍ଲା , ଭୁଟାନ

ଦାଗଣା ଜିଲ୍ଲା  (Dzongkha: དར་དཀར་ན་རྫོང་ཁག) ଭୁଟାନର 20ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଲୋକ କଥା ଅନୁସାରେ ଦାଗନା  ର ଲୋକମାନେ ଅରାଜକତା ଭିତରେ 17 ଶ ଶତାବ୍ଦୀ ଯାଏ ରହୁଥିଲେ । ଶାସକ ଝେବ୍ଦୃଙ୍ଗ ସୈନ୍ୟ ପଠେଇ ଦାଗନାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । 

Location of Dagana dzongkhag within Bhutan

ଭାଷା  ସମ୍ପାଦନା

ଦାଗନାରେ ସାଧାରଣତଃ ଯୋଙ୍ଖା ଭାଷା କୁହାଯାଇଥାଏ ,କିନ୍ତୁ ଦକ୍ଷିଣ ପୂର୍ବ ଅଞ୍ଚଳରେ ନେପାଲୀ ଭାଷା ମଧ୍ୟ କୁହାଯାଇଥାଏ ।  

ଜଳବାଯୁ  ସମ୍ପାଦନା

ଭୁଟାନ ଅନନ୍ୟ ଅଞ୍ଚଳ ପରି ଏଠାରେ ମଧ୍ୟ ସଂରକ୍ଷିତ ଅଞ୍ଚଳ ରହିଥାଏ । ଏହାର ଭାରତ ସହ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିବା ସୀମାରେ ଫିବ୍ସୂ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରେ ଜନବସତି ନାହି । [୧]

g.[୨]

ଆଧାର  ସମ୍ପାଦନା

  1. {{cite web}}: Empty citation (help)
  2. http://www.pc.gov.bt/fyp/Dzongkhags/Sarpang.pdf[permanent dead link]

ବାହାର ଲିଙ୍କ  ସମ୍ପାଦନା