ତେଙ୍କାସି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ତିରୁନେଲ୍ୱେଲି ଜିଲ୍ଲାରେ ଅବସ୍ଥିତ ।

Tenkasi
தெங்காசி
Town
A view of Kasi Vishwanathar Temple Rajagopuram
A view of Kasi Vishwanathar Temple Rajagopuram
ଦେଶ India
ରାଜ୍ୟTamil Nadu
DistrictTirunelveli
Founded byParakirama Pandian
Government
 • TypeFirst Grade Municipality
 • BodyTenkasi Municipality
Elevation
143 m (469 ft)
Population
 (2011)[]
 • Total୭୦,୫୪୫
ଭାଷା
 • ସରକାରୀTamil
Time zoneUTC+5:30 (IST)
PIN
627811
ଯାନବାହାନ ପଞ୍ଚୀକରଣTN-76

ଭୌଗଳିକ ଅବସ୍ଥିତି

ସମ୍ପାଦନା

ତେଙ୍କାସି ୮.୯୫୪୪ ଉତ୍ତର ଅକ୍ଷାଂଶ ଓ ୭୭.୩୧୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେଙ୍କାସି ସହରର ମୋଟ ଜନସଂଖ୍ୟା ୬୨୮୨୮ ଅଟେ ।[] ସେଥି ମଧ୍ୟରୁ ୪୯.୩୦% ଜଣ ପରୁଷ ହୋଇଥିବା ବେଳେ ୫୦.୭୦% ଜଣ ନାରୀ ଅଟନ୍ତି । ତେଙ୍କାସିର ସାକ୍ଷରତା ହାର ୭୩.୬୮% ଅଟେ । ଏହା ଜାତୀୟ ହାରଠାରୁ ୮.୮୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୨% ପ୍ରତିଶତ ପୁରୁଷ ଓ ୩୩.୯୫% ନାରୀ ଅଟନ୍ତି । ୧୦.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତାମିଲ ତେଙ୍କାସିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. http://www.censusindia.gov.in/pca/SearchDetails.aspx?Id=699471
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା