ତୁ ଯେ ସେଇ
ତୁ ଯେ ସେଇ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ । ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ଏହା ସାର୍ଥକର ୧୬ତମ ଚଳଚ୍ଚିତ୍ର ଥିଲା ।[୧] ଏହି କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି । ଏହି କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ନମିତା ଅଗ୍ରୱାଲ, ସୌରିନ୍ ଭଟ୍ଟ, ବାବୁଶାନ୍ ପ୍ରମୁଖ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ତାମିଲ କଥାଚିତ୍ର ରାଜାରାଣୀ ଚଳଚ୍ଚିତ୍ରର କାହାଣୀ ଉପରେ ଏହି ଚଳଚ୍ଚିତ୍ର କାହାଣୀ ପର୍ଯ୍ୟବସିତ ।[୨]
ତୁ ଯେ ସେଇ | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ସଂଳାପ | ରଣଜିତ ପଟ୍ଟନାୟକ |
ମୂଳ ଆଧାର | ରାଜାରାଣୀ (ତାମିଲ କଥାଚିତ୍ର) |
କଳାକାର | ବାବୁଶାନ୍, ଶୀତଲ ପାତ୍ର, ରିୟା ଦେ, ଦେବାଶିଷ |
ସଙ୍ଗୀତ | ବିକାଶ ଦାସ |
ମୁକ୍ତିଲାଭ ତାରିଖ | ୧ ଜାନୁଆରୀ ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍[୩] ଏବଂ ତାଙ୍କ ସହ ନାୟିକ ଶୀତଲ ପାତ୍ର ଏବଂ ରିୟା ଦେ[୪] ନାୟିକା ଭାବରେ ଅଭିନୟ କରିଥିଲେ । ଅଭିନେତା ଦେବାଶିଷ ଏହି ଚଳଚ୍ଚିତ୍ରରେ ଏକ ସହକାରୀ ଅଭିନେତା ଭାବରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ବାବୁଶାନ୍[୫]
- ଶୀତଲ ପାତ୍ର
- ରିୟା ଦେ[୬]
- ଦେବାଶିଷ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ, ବାବୁଶାନ୍ ପ୍ରମୁଖ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ତୁ ଯେ ସେଇ" | |
2. | "କି କଲୁ କି କଲୁ ସତିଆ" | |
3. | "କି ହେଲା ଆଜି ମୁଁ ଜାଣେନା" | |
4. | "ଓ ବେବି" | |
5. | "ଶୁଖା ଶୁଖା" |
ଆଧାର
ସମ୍ପାଦନା- ↑ "Tu Je Sei (ତୁ ଯେ ସେଇ) - 2016 Odia Romantic Film". ଓଡ଼ିଆପୋର୍ଟଲ.ଇନ୍. Retrieved 30 July 2017.
- ↑ "Tu Je Sei". Odia Movie Database. Archived from the original on 2 August 2017. Retrieved 30 July 2017.
- ↑ "ବାବୁସାନ୍ଙ୍କୁ ୨୯ ଚାଲିଲା,ଏବର୍ଷ ଅଭିନୀତ ଓଡ଼ିଆ ସିନେମା ସଂଖ୍ୟା ବି ହେବ ୨୯!". ସମ୍ବାଦ. 30 July 2017. Archived from the original on 2 August 2017. Retrieved 30 July 2017.
- ↑ "ରୀୟା: ୭ ବର୍ଷରେ ୧୭ ସିନେମା". ସମ୍ବାଦ. 26 July 2017. Archived from the original on 2 August 2017. Retrieved 30 July 2017.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "ନିରାଶ ହେଲେ ରୀୟା". ସମ୍ବାଦ. 16 October 2016. Archived from the original on 2 August 2017. Retrieved 30 July 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ଯେ ସେଇ