ତୁ ମୋ ମନର ମିତ
୨୦୦୬ର ଓଡ଼ିଆ କଥାଚିତ୍ର
ତୁ ମୋ ମନର ମିତ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହରନାଥ ଚକ୍ରବର୍ତ୍ତୀ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ତୁ ମୋ ମନର ମିତ | |
---|---|
ନିର୍ଦ୍ଦେଶକ | ହରନାଥ ଚକ୍ରବର୍ତ୍ତୀ |
କଳାକାର | ମୌସୁମୀ ଚାଟାର୍ଜୀ ଜିତ୍ କୋଏଲ୍ ବାନାର୍ଜୀ ରଣଜିତ ମଲ୍ଲିକ |
ସଙ୍ଗୀତ | ସ୍ୱରୂପ ନାୟକ |
ମୁକ୍ତିଲାଭ ତାରିଖ | ୨୦୦୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୌସୁମୀ ଚାଟାର୍ଜୀ, ଜିତ୍, କୋଏଲ୍ ବାନାର୍ଜୀ, ରଣଜିତ ମଲ୍ଲିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନା- ମୌସୁମୀ ଚାଟାର୍ଜୀ
- ଜିତ୍
- କୋଏଲ ବାନାର୍ଜୀ
- ରଣଜିତ ମଲ୍ଲିକ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଏଇଠି ଆସିଛି ତୁମରି ଦରକାର" | |
2. | "ଚିରଦିନ ଏହି ଅନ୍ଧାରେ" | |
3. | "ହଁ ମୁଁ ସୁକନ୍ୟା" | |
4. | "ଜାଣେନା ମୁଁ କି ଗୀତ ଗାଇବି" | |
5. | "ପାଗେଳି ତୋର ଖେପା ଜାଲେ" | |
6. | "ଥାଉ ଥାଉ ବାବା ଥାଉ" |
ଆଧାର
ସମ୍ପାଦନାବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋ ମନର ମିତ