ତୁ ମୋର ସାଥୀରେ ୨

୨୦୨୧ ଓଡ଼ିଆ କଥାଚିତ୍ର

ତୁ ମୋର ସାଥୀରେ ୨, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରିଙ୍କୁ ରିନୁ ଜେନା, ଦୀପକ କୁମାର ଜେନା । ରାଜା ଦାଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ତୁ ମୋର ସାଥୀରେ ୨
ନିର୍ଦ୍ଦେଶକରାଜା ଦାଶ
ପ୍ରଯୋଜକରିଙ୍କୁ ରିନୁ ଜେନା, ଦୀପକ କୁମାର ଜେନା
କଳାକାରଶୈଳେନ୍ଦ୍ର ସାମନ୍ତରାୟ
ଦିବ୍ୟା ମହାନ୍ତି
କୁନା ତ୍ରିପାଠୀ
ସଙ୍ଗୀତଅସଦ ନିଜାମ୍
ଚିତ୍ରଗ୍ରହଣସୋମିଓ ଆର୍
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୨୯ ଅଗଷ୍ଟ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାର ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଦିବ୍ୟା ମହାନ୍ତି । କୁନା ତ୍ରିପାଠୀ, ବଣ୍ଟି ଆର୍ ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟି ୨୯ ଅଗଷ୍ଟ ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା