ତୁମଗାଁ ଓ ଅନ୍ୟାନ୍ୟ କବିତା

ତୁମଗାଁ ଓ ଅନ୍ୟାନ୍ୟ କବିତା ମନୋଜ ଦାସଙ୍କ ରଚିତ କବିତା ଗୁଡ଼ିକର ଏକ କବିତା ସଂକଳନ । ଏହା ୧୯୯୨ ମସିହାରେ ପ୍ରକାଶିତ ହୋଇଥିଲା ।[୧]

ତୁମଗାଁ ଓ ଅନ୍ୟାନ୍ୟ କବିତା  
ଲେଖକମନୋଜ ଦାସ
ମଲାଟ ଚିତ୍ରକରରଞ୍ଜିତ ପରିଡା
ଦେଶଭାରତ
ଭାଷାଓଡ଼ିଆ
ବିଭାଗକବିତା
ପ୍ରକାଶକସହଦେବ ପ୍ରଧାନ
ଫ୍ରେଣ୍ଡସ୍ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ
ପ୍ରକାଶ ତାରିଖ୧୯୯୨
ମାଧ୍ୟମ ପ୍ରକାରଛପାବହି, ବନ୍ଧେଇ
ପୃଷ୍ଠା୧୩୨
ISBN୮୧-୭୪୦୧-୪୭୬-୪

ସଂକଳନ ବିଷୟବସ୍ତୁ ସମ୍ପାଦନା

ସଂପୂର୍ଣ୍ଣ ସଂକଳନଟିରେ ମୋଟ ୬୫ଟି କବିତା ରହିଛି । କବିତା ଗୁଡ଼ିକ ମୁଖ୍ୟତଃ ଚାରୋଟି ବିଭାଗରେ ରଖାଯାଇଛି:

  1. ତୁମଗାଁ (୧୯୫୪-୧୯୮୯)
  2. ଉପନିବେଶ (୧୯୫୩-୧୯୫୯)
  3. ପ୍ରାକ୍-ଉପନିବେଶ (୧୯୫୨-୧୯୫୪)
  4. ଉତ୍ତର-ଉପନିବେଶ (୧୯୬୩-୧୯୯୦)

ଆଧାର ସମ୍ପାଦନା

  1. E. Dawson Varughese (14 February 2013). Reading New India: Post-Millennial Indian Fiction in English. Bloomsbury Publishing. pp. 169–. ISBN 978-1-4411-3623-7.