ତିବ୍ୱତୀ ବୌଦ୍ଧଧର୍ମ
ତିବ୍ୱତୀ ବୌଦ୍ଧ ଧର୍ମ ବୌଦ୍ଧ ଧର୍ମୀର ମହାଜ୍ଞାନ ଶାଖାର ଏକ ଉପଶାଖା ଅଟେ ଯାହା ତିବ୍ୱତ, ମଙ୍ଗୋଲିୟ, ଭୁଟାନ, ଉତ୍ତର ନେପାଳର ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକିମ କ୍ଷେତ୍ର, ଋଷର କାଲାମିକିୟା, ତୁବା ଏବଂ ପୂର୍ବତରୀ ଚୀନରେ ପ୍ରଚଳିତ ଅଟେ ।[୧] ତିବ୍ୱତୀ ଭାଷା ଏହି ସମ୍ପ୍ରଦାୟର ଧାର୍ମିକ ଭାଷା ଅଟେ ଏବଂ ଏହାର ଅଧିକତର ଧର୍ମଗ୍ରନ୍ଥ ତିବ୍ୱତୀ ଓ ସଂସ୍କୃତରେ ହିଁ ଲେଖା ହୋଇଛି । ବର୍ତ୍ତମାନ କାଳରେ ୧୪ବିଂ "ଦଳାଇ ଲାମା" ଏହାର ସବୁଠାରୁ ବଡ଼ ଧାର୍ମିକ ନେତା ଅଟନ୍ତି । [୨]
ତିବ୍ୱତୀ ବୌଦ୍ଧ ଧର୍ମର ପାଞ୍ଚୋଟି ପ୍ରମୁଖ ସମ୍ପ୍ରଦାୟ
ସମ୍ପାଦନା- ଢ଼ିଣ୍ଡମାञिङमा རྙིང་མ།
- କଗ୍ୟୁଦ བཀའ་བརྒྱུད།
- ଶକ୍ୟା ས་སྐྱ།
- ଗେଲୁଗ୍ସ དགེ་ལུགས།
- ଯୋନଣ୍ଡ ཇོ་ནང་།
ଜନସଂଖ୍ୟା
ସମ୍ପାଦନାତିବ୍ୱତରେ ତିବ୍ୱତୀ ବୌଦ୍ଧ ଧର୍ମକୁ ମାନୁଥିବା ସଂଖ୍ୟା ୮୯ ପ୍ରତିଶତ ଅଟେ ।
ଗ୍ୟାଲେରି
ସମ୍ପାଦନା-
ତିବ୍ୱତର ବୌଦ୍ଧ ମଠରେ ଧାର୍ମିକ ବିବାଦ କରୁଥିବା ଦୁଇ ଭିକ୍ଷୁ
-
ମୈତ୍ରେୟ ବୁଦ୍ଧ ପ୍ରତିମା
ଆଧାର
ସମ୍ପାଦନା- ↑ An alternative term, "lamaism", and was used to distinguish Tibetan Buddhism from other buddhism. The term was taken up by western scholars including Hegel, as early as 1822 (Lopez, Donald S. Jr. (1999). Prisoners of Shangri-La: Tibetan Buddhism and the West. Chicago: University of Chicago Press. pp. 6, 19f. ISBN 0-226-49311-3.). Insofar as it implies a discontinuity between Indian and Tibetan Buddhism, the term has been discredited (Conze, 1993).
- ↑ Statistics on Religion in America Report -- The 2007 Pew Forum on Religion & Public Life Survey estimates that although Tibetan Buddhism adherents are less than 0.3 percent of the population, Buddhism has had a 0.5 net increase in reported adherents.
- ↑ Internazional Religious Freedom Report 2012 by the US government. p. 20: «Most ethnic Tibetans practice Tibetan Buddhism, although a sizeable minority practices Bon, an indigenous religion, and very small minorities practice Islam, Catholicism, or Protestantism. Some scholars estimate that there are as many as 400,000 Bon followers across the Tibetan Plateau. Scholars also estimate that there are up to 5,000 ethnic Tibetan Muslims and 700 ethnic Tibetan Catholics in the TAR.»
- ↑ Min Junqing. The Present Situation and Characteristics of Contemporary Islam in China. JISMOR, 8. 2010 Islam by province, page 29. Data from: Yang Zongde, Study on Current Muslim Population in China, Jinan Muslim, 2, 2010.