ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ
(ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟରୁ ଲେଉଟି ଆସିଛି)
ତାଳଚେର ସ୍ୱୟଂଶାସିତ କଲେଜ , ଭାରତୀୟ ରାଜ୍ୟ ଓଡ଼ିଶାର କୋଇଲାଖଣି ସମୃଦ୍ଧ ସହର ତାଳଚେରଠାରେ ଅବସ୍ଥିତ । ଏହା ଅନୁଗୁଳ ଜିଲ୍ଲାର ଏକ ପୁରାତନ କଲେଜ ।[୧] ଏଠାରେ କଳା , ବିଜ୍ଞାନ ଓ ବାଣିଜ୍ୟରେ ସମ୍ମାନ ଥାଇ ସ୍ନାତକ ପର୍ଯ୍ୟନ୍ତ ଓ କର୍ମଭିତ୍ତିକ କମ୍ପ୍ୟୁଟର ବିଜ୍ଞାନ ଓ ବାୟୋ-ଟେକ୍ନୋଲଜି ଶିକ୍ଷା ମଧ୍ୟ ଉପଲବ୍ଧ ।
ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ | |
---|---|
ସ୍ଥାପିତ | ୧୯୬୯ |
ପ୍ରକାର | ସହ-ଶିକ୍ଷା |
ସଭାପତି | ବ୍ରଜକିଶୋର ପ୍ରଧାନ |
ଅଧ୍ୟକ୍ଷ | ବସନ୍ତ କୁମାର ସାହୁ |
ପ୍ରଶାସନୀକ ସଦସ୍ୟ | ୧୧୫+ |
ଛାତ୍ର ଛାତ୍ରୀ ସଂଖ୍ୟା | ୧୭୦୦+ |
ତଳସ୍ନାତକ | ସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ) |
ଅବସ୍ଥାନ | ତାଳଚେର, ଓଡ଼ିଶା, ଭାରତ 20°57′22″N 85°13′18″E / 20.956027°N 85.221578°E |
ପରିସର | Urban 31.945 acres (129,280 m2) |
ଅନୁବନ୍ଧନ | ୟୁଜିସି(UGC), ନାକ୍(NAAC), ଉତ୍କଳ ବିଶ୍ୱବିଦ୍ୟାଳୟ |
ୱେବସାଇଟ | www |
ଇତିହାସ
ସମ୍ପାଦନାଏହି କଲେଜ ଏକ ଟିଉଟୋରିଆଲ ଅନୁଷ୍ଠାନ ଭାବେ ପ୍ରଥମେ ୧୯୬୯ରେ ବ୍ରାହ୍ମଣୀ ନଦୀ ତଟରେ ଏକ ଘରେ ଆରମ୍ଭ ହୋଇ ପରେ ମାନ୍ୟତା ପ୍ରାପ୍ତ ହୋଇ ୧୯୭୦-୭୧ରେ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେଲା । ୨୦୦୫ରୁ ନୂଆଦିଲ୍ଲୀର ଇଗନୁ(IGNOU) ଏହି କଲେଜକୁ ତାଙ୍କର ଷ୍ଟଡି ସେଣ୍ଟର ଭାବରେ ଚୟନ କରିଥିଲେ ।[୨] ନାକ୍(NAAC) କତ୍ତୃପକ୍ଷ ଏହାକୁ ସ୍ୱୟଂଶାସିତ ଅନୁଷ୍ଠାନର ମାନ୍ୟତା ଦେଇଛନ୍ତି ।
ଆଧାର
ସମ୍ପାଦନା- ↑ "ଆର୍କାଇଭ୍ କପି". Archived from the original on 2019-11-25. Retrieved 2017-11-16.
{{cite web}}
: Cite has empty unknown parameter:|1=
(help) - ↑ http://www.ignou.ac.in/ignou/aboutignou/studycentre/centre/57/8[permanent dead link]
ବାହାର ଲିଙ୍କ
ସମ୍ପାଦନା- Official website Archived 2016-10-22 at the Wayback Machine.