[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Tarana
ଦେଶ India
ରାଜ୍ୟମଧ୍ୟପ୍ରଦେଶ
ଜିଲ୍ଲାଉଜ୍ଜଇନ୍
Elevation
1,669[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୨୧,୪୫୫
ଭାଷା
 • ସରକାରୀହିନ୍ଦୀ
Time zoneUTC+5:30 (IST)

ତାରାନା ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଉଜ୍ଜଇନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ତାରାନା ୨୩.୩୩୫୧ ଉତ୍ତର ଅକ୍ଷାଂଶ ଓ ୭୬.୦୪୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାରାନା ସହରର ମୋଟ ଜନସଂଖ୍ୟା ୨୧୪୫୫ ଅଟେ ।[୨] ସେଥି ମଧ୍ୟରୁ ୫୧.୩୭% ଜଣ ପରୁଷ ହୋଇଥିବା ବେଳେ ୪୮.୬୩% ଜଣ ନାରୀ ଅଟନ୍ତି । ତାରାନାର ସାକ୍ଷରତା ହାର ୬୬.୦୧% ଅଟେ । ଏହା ଜାତୀୟ ହାରଠାରୁ ୧.୧୭% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୭% ପ୍ରତିଶତ ପୁରୁଷ ଓ ୨୭.୧୪% ନାରୀ ଅଟନ୍ତି । ୧୫.୭୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ତାରାନାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା