ତାଖତଗଡ଼
ତାଖତଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ପଲି ଜିଲ୍ଲାରେ ଅବସ୍ଥିତ ।
Takhatgarh तखतगढ़ | |
---|---|
city | |
Sunrise at Takhatgarh Talab | |
Country | ![]() |
State | Rajasthan |
District | Pali |
Talukas | Sumerpur |
ସରକାର | |
• ପରିଚାଳନା | Takhatgarh Municipality |
କ୍ଷେତ୍ରଫଳ | |
• ମୋଟ | 24 km2 (9 sq mi) |
Elevation | 221 m (725 ft) |
ଜନସଂଖ୍ୟା (2011) | |
• ମୋଟ | ୧୬,୭୨୯ |
• ଘନତା | 697/km2 (1,810/sq mi) |
Languages | |
• Official | Hindi, Marwari |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 306912 |
Telephone code | 02933 |
ଗାଡ଼ି ପଞ୍ଜିକରଣ | RJ-22 |
Sex ratio | 948 ♂/♀ |
Literacy | 58% |
Lok Sabha constituency | Pali (Lok Sabha Constituency) |
Vidhan Sabha constituency | Sumerpur |
Civic agency | Takhatgarh Municipality |
Avg. annual temperature | ୨୨.୫ °C (୭୨.୫ °F) |
Avg. summer temperature | ୪୫ °C (୧୧୩ °F) |
Avg. winter temperature | ୦୦ °C (୩୨ °F) |
ଭୌଗଳିକ ଅବସ୍ଥିତିସମ୍ପାଦନ କରନ୍ତୁ
ତାଖତଗଡ଼ ୨୫.୩୨୨୭ ଉତ୍ତର ଅକ୍ଷାଂଶ ଓ ୭୩.୦୦୩୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତାସମ୍ପାଦନ କରନ୍ତୁ
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଖତଗଡ଼ ସହରର ମୋଟ ଜନସଂଖ୍ୟା ୧୫୮୦୯ ଅଟେ ।[୨] ସେଥି ମଧ୍ୟରୁ ୫୧.୦୫% ଜଣ ପରୁଷ ହୋଇଥିବା ବେଳେ ୪୮.୯୫% ଜଣ ନାରୀ ଅଟନ୍ତି । ତାଖତଗଡ଼ର ସାକ୍ଷରତା ହାର ୫୦.୮୩% ଅଟେ । ଏହା ଜାତୀୟ ହାର ଠାରୁ ୧୪.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୧୮% ପ୍ରତିଶତ ପୁରୁଷ ଓ ୧୭.୬୫% ନାରୀ ଅଟନ୍ତି । ୧୭.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷାସମ୍ପାଦନ କରନ୍ତୁ
ହିନ୍ଦୀ ତାଖତଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.