ଡେସିଟାବାଇନ, ଡାକୋଜିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆକ୍ୟୁଟ ମାୟେଲଏଡ ଲିଉକେମିଆ (AML) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] [୨] ବୟସ୍କ ବ୍ୟକ୍ତିଙ୍କର ଆକ୍ୟୁଟ ମାୟେଲଏଡ ଲିଉକେମିଆ ଥିଲେ ଏହା ବ୍ୟବହୃତ ହୁଏ ଯେଉଁମାନେ ସାଧାରଣ କେମୋଥେରାପି ପାଇଁ ଯୋଗ୍ୟ ନୁହଁନ୍ତି ।[୩] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଡେସିଟାବାଇନ
Clinical data
Trade namesDacogen
Synonyms5-aza-2'-deoxycytidine
AHFS/Drugs.commonograph
MedlinePlusa608009
data
Pregnancy
category
  • US: N (Not classified yet)
Routes of
administration
Intravenous
Legal status
Legal status
Pharmacokinetic data
Protein binding<1%
Elimination half-life30 minutes
Identifiers
  • 4-Amino-1-(2-deoxy-β-D-erythro-pentofuranosyl)-1,3,5-triazin-2(1H)-one
ECHA InfoCard100.017.355 Edit this at Wikidata
Chemical and physical data
FormulaC8H12N4O4
Molar mass୨୨୮.୨୧ g·mol−1
3D model (JSmol)
  • O=C1/N=C(\N=C/N1[C@@H]2O[C@@H]([C@@H](O)C2)CO)N
  • InChI=1S/C8H12N4O4/c9-7-10-3-12(8(15)11-7)6-1-4(14)5(2-13)16-6/h3-6,13-14H,1-2H2,(H2,9,11,15)/t4-,5+,6+/m0/s1 checkY
  • Key:XAUDJQYHKZQPEU-KVQBGUIXSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସ୍ୱଳ୍ପ ଲୋହିତ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ ହୋଇପାରେ ।[୨] ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ପାରିମିଡାଇନ ଆନାଲଗ ଯାହା ଡିଏନଏ ମିଥାଇଲଟ୍ରାନ୍ସଫରେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩] [୨]

୨୦୦୬ ମସିହାରେ ଆମେରିକାରେ ଏବଂ ୨୦୧୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେସିଟାବାଇନ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦ମିଗ୍ରାର ମୂଲ୍ୟ ୯୭୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୧୪ ଡଲାର ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Decitabine Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 21 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ "Dacogen". Archived from the original on 18 November 2021. Retrieved 21 December 2021.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 954. ISBN 978-0857114105.
  4. "Decitabine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 21 December 2021.