ଡେସଭେନଲାଫାକ୍ସିନ (ଇଂରାଜୀ ଭାଷାରେ Desvenlafaxine, ଏକ ବିକ୍ରୟ ନାମ ପ୍ରିଟିସ୍କ/ Pristiq) ଏକ ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୧] ଏହି ଔଷଧ ଯୋଗୁ ଆଠ ସପ୍ତାହ ପର୍ଯ୍ୟନ୍ତ ଉପକାର ମିଳିବା ସପକ୍ଷରେ ପ୍ରମାଣ ମିଳିଛି ।[୧] ଭେନଲାଫାକ୍ସିନ ଅପେକ୍ଷା ଏହା କମ୍ ପ୍ରଭାବଶାଳୀ ।[୨] ଏହାକୁ ପାଟିରେ ଦିଆଯାଏ ।[୧]

ଡେସଭେନଲାଫାକ୍ସିନ
Skeletal formula
Ball-and-stick model of desvenlafaxine
Clinical data
Trade namesPristiq, Desfax, Ellefore, others
SynonymsO-desmethylvenlafaxine
AHFS/Drugs.commonograph
MedlinePlusa608022
data
Pregnancy
category
  • AU: B2
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability80%
Protein bindingLow (30%)
MetabolismCYP3A4, (CYP2D6 is not involved)
Elimination half-life11 h
Excretion45% excreted unchanged in urine
Identifiers
  • 4-[2-dimethylamino-1-(1-hydroxycyclohexyl)
    ethyl]phenol
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.149.615 Edit this at Wikidata
Chemical and physical data
FormulaC16H25NO2
Molar mass263.38 g/mol
3D model (JSmol)
  • OC2(C(c1ccc(O)cc1)CN(C)C)CCCCC2
  • InChI=1S/C16H25NO2/c1-17(2)12-15(13-6-8-14(18)9-7-13)16(19)10-4-3-5-11-16/h6-9,15,18-19H,3-5,10-12H2,1-2H3 checkY
  • Key:KYYIDSXMWOZKMP-UHFFFAOYSA-N checkY
 ☒NcheckY (what is this?)  (verify)

ଡେସଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ଓଜନିଆ, ନିଦ୍ରା ସମସ୍ୟା (trouble sleeping), ଅଧିକ ଝାଳ ବୋହିବା, କାଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଉଦ୍‌ବେଗ ଓ ଯୌନ ସମସ୍ୟା ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ପ୍ରବଣ ବିଶେଷତଃ ୨୬ ବର୍ଷ ବୟସରୁ କମ୍ ଥିଲେ, ସେରୋଟୋନିନ ସିଣ୍ଡ୍ରୋମ, ରକ୍ତସ୍ରାବ, ମାନିଆ (mania) ଓ ଉଚ୍ଚ ରକ୍ତଚାପ ହୋଇପାରେ । [୧] ଔଷଧ ନେବାର ମାତ୍ରା ଶୀଘ୍ର କମେଇଦେଲେ ଉଇଥଡ୍ରଆଲ ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୩] ଏହା ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏହା ଅବସାଦରୋଧୀ (antidepressant) ଔଷଧ । [୧]

ସନ ୨୦୦୮ରେ ପେଟେଣ୍ଟ ହେବା ପରେ ସନ ୧୯୯୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଡେସଭେନଲାଫାକ୍ସିନ ଯୁକ୍ତରାଷ୍ଟ୍ରରେ ଡେସଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[୧] ସନ ୨୦୦୯ରେ ୟୁରୋପରେ ଏହା ମନା କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫.୨୦ ଆମେରିକୀୟ ଡଲାର ଥିଲା ।[୪] ସନ ୨୦୧୬ରେ ଏହାର ଏକ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୨୭୨ତମ ସ୍ଥାନରେ ଥିଲା ।[୫]

ଏହା ମଧ୍ୟ ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Desvenlafaxine Succinate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  2. ୨.୦ ୨.୧ "Withdrawal Assessment Report for Dessvenlafaxime" (PDF). EMA. p. 3. Retrieved 22 March 2019.
  3. "Desvenlafaxine Pregnancy and Breastfeeding Warnings". Drugs.com. Retrieved 19 March 2019.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ ସମ୍ପାଦନା