ଡେରାଡୁନ କାଣ୍ଟନମେଣ୍ଟ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଦେହେରାଦୁନ କାଣ୍ଟନମେଣ୍ଟ
City
Country India
StateUttarakhand
DistrictDehradun
Elevation
460 m (1,510 ft)
Population
 (2001)
 • Total୩୦,୧୦୨
Languages
Time zoneUTC+5:30 (IST)
PIN
248003
Telephone code0135
ଯାନବାହାନ ପଞ୍ଚୀକରଣUK 07
Websiteuk.gov.in
GREEN TOWN

ଦେହେରଦୁନ କାଣ୍ଟନମେଣ୍ଟ ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଦେହେରାଡୁନ ଜିଲ୍ଲାର ଏକ କାଣ୍ଟନମେଣ୍ଟ ସହର । 

ଜନସଂଖ୍ୟା ସମ୍ପାଦନା

2001 ଜନଗଣନା [୧]ଅନୁସାରେ ଦେହେରାଡୁନ  କାଣ୍ଟନମେଣ୍ଟର ଜନସଂଖ୍ୟା30,102. ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 52 %ଥିବା ବେଳେ ମହିଳା ସଂଖ୍ୟା 48% ଥିଲା । ଏଠାରେ ସାକ୍ଷ୍ୟରତା ହାର 79% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ଦେହେରଦୁନ କାଣ୍ଟନମେଣ୍ଟରେ 6 ବର୍ଷରୁ କମ ଆବାଡୀ 10% ଥିଲା ।  

ମୁଖ୍ୟ ସ୍ଥାନ ସବୁ  ସମ୍ପାଦନା

ତାରକେଶ୍ୱର , ରବର୍ସ ଗୁମ୍ଫା , ସାଗସ୍ତ୍ରଧାରା , ମାସୁରୀକୁ ଯିବା ରାସତାରେ ଶିବ ମନ୍ଦିର ଏଠାରେ ଦର୍ଶନୀୟ ସ୍ଥାନ ଭାବରେ ରହିଛି । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Dehradun Cantt (Uttarakhand Assembly constituency)
  • Clement Town
  • Meerut

ଆଧାର  ସମ୍ପାଦନା

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.