ଡେକ୍ସରାଜୋକ୍ସେନ
ଡେକ୍ସରାଜୋକ୍ସେନ (ଇଂରାଜୀ ଭାଷାରେ Dexrazoxane), ଅନ୍ୟମାନଙ୍କ ମଧ୍ୟରେ ଜିନେକାର୍ଡ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଡକ୍ସୋରୁବିସିନ କାରଣରୁ ଏବଂ ଆନ୍ଥ୍ରାସାଇକ୍ଲିନ ବହିଷ୍କାର ଯୋଗୁ ହେଉଥିବା କାର୍ଡିଓମାଇଓପାଥିକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
Clinical data | |
---|---|
Trade names | Zinecard, Cardioxane, others |
Synonyms | Dexrazoxane hydrochloride |
AHFS/Drugs.com | monograph |
MedlinePlus | a609010 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Identifiers | |
| |
ECHA InfoCard | 100.163.459 |
Chemical and physical data | |
Formula | C11H16N4O4 |
Molar mass | ୨୬୮.୨୭ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ଅଇ, ଏବଂ ତରଳ ଝାଡ଼ା ହୋଇପାରେ ।[୩] [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ହୋଇପାରେ ।[୩] ପିଲାମାନଙ୍କଠାରେ ଅଧିକ କର୍କଟ ରୋଗ ହେବାର ଆଶଙ୍କା ରହିପାରେ । [୪] ଏହା ଆନ୍ଥ୍ରାସାଇକ୍ଲିନ୍ ପାଇଁ ଏକ ଆଣ୍ଟିଡୋଟ ବା ପ୍ରତିବିଧାନ ଅଟେ ।[୨]
୧୯୭୨ ମସିହାରେ ଡେକ୍ସରାଜୋକ୍ସେନ ଆବିଷ୍କୃତ ହୋଇଥିଲା ।[୪] ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୬ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୪୨୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୬୦ ପାଉଣ୍ଡ ଅଟେ ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Dexrazoxane Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 23 December 2021.
- ↑ ୨.୦ ୨.୧ ୨.୨ "Savene". Archived from the original on 12 November 2020. Retrieved 23 December 2021.
- ↑ ୩.୦ ୩.୧ "DailyMed - DEXRAZOXANE- dexrazoxane for injection injection, powder, lyophilized, for solution". dailymed.nlm.nih.gov. Archived from the original on 26 March 2021. Retrieved 23 December 2021.
- ↑ ୪.୦ ୪.୧ Kim, Kyu-Won; Roh, Jae Kyung; Wee, Hee-Jun; Kim, Chan (14 November 2016). Cancer Drug Discovery: Science and History (in ଇଂରାଜୀ). Springer. p. 250. ISBN 978-94-024-0844-7. Archived from the original on 11 January 2022. Retrieved 23 December 2021.
- ↑ "Dexrazoxane Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 April 2021. Retrieved 23 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 984. ISBN 978-0857114105.