ଡୁଭେଲିସିବ (ଇଂରାଜୀ ଭାଷାରେ Duvelisib), କୋପିକଟ୍ରା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କ୍ରନିକ୍ ଲିମ୍ଫୋସାଇଟିକ ଲିଉକେମିଆ (CLL), ଛୋଟ ଲିମ୍ଫୋସାଇଟିକ ଲିମ୍ଫୋମା (SLL) ଏବଂ ଫୋଲିକୁଲାର ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେତେବେଳେ ଅନ୍ୟ ଚିକିତ୍ସା ବିଫଳ ହୁଏ ସେତେବେଳେ ଏହା ବ୍ୟବହୃତ ହୁଏ । ଏହା ପାଟିରେ ଦିଆଯାଏ ।

ଡୁଭେଲିସିବ
Clinical data
PronunciationDOO-VE-LI-SIB
Trade namesCopiktra
AHFS/Drugs.commonograph
MedlinePlusa618056
data
Routes of
administration
By mouth (capsules)
Legal status
Legal status
Pharmacokinetic data
Metabolismmainly metabolized by CYP3A4[]
Onset of action1-2 hours after initial administration
Elimination half-life5.2 to 10.9 hours
ExcretionFeces (79%), urine (14%)
Identifiers
  • 8-Chloro-2-phenyl-3-[(1S)-1-(3H-purin-6-ylamino)ethyl]-1(2H)-isoquinolinone
ECHA InfoCard100.245.560 Edit this at Wikidata
Chemical and physical data
FormulaC22H17ClN6O
Molar mass୪୧୬.୮୭ g·mol−1
3D model (JSmol)
  • C[C@@H](C1=CC2=C(C(=CC=C2)Cl)C(=O)N1C3=CC=CC=C3)NC4=NC=NC5=C4NC=N5

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ସ୍ୱଳ୍ପ ରକ୍ତ କଣିକା, ରାସ, ଥକାପଣ, ଜ୍ୱର, ଯକୃତ ସମସ୍ୟା ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସର ପ୍ରଦାହ, ଅନୁର୍ବରତା ଏବଂ ସଂକ୍ରମଣ ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ପିଆଇ୩କେଓ ଏବଂ ପିଆଇ୩କେୱାଇର (PI3Kδ ଏବଂ PI3Kγ) ଏକ ଦ୍ୱୈତ ପ୍ରତିବନ୍ଧକ ।

୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୁଭେଲିସିବ୍ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୧୭,୨୦୦ ଡଲାର ଥିଲା ।[]

  1. "Full prescribing information: COPIKTRA (duvelisib)" (PDF). U.S. Food and Drug Administration. Archived (PDF) from the original on 11 February 2020. Retrieved 23 October 2018.
  2. ୨.୦ ୨.୧ ୨.୨ "Duvelisib Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 28 February 2019. Retrieved 28 February 2019.
  3. "Copiktra". Archived from the original on 16 December 2021. Retrieved 27 December 2021.
  4. "Copiktra Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 27 December 2021.