ଡିପିରିଡାମୋଲ
ଡିପିରିଡାମୋଲ, ବେପାର ନାମ ପର୍ସାଣ୍ଟାଇନ, ହେଉଛି ଏକ ଔଷଧ ଯାହା ରକ୍ତ ଜମାଟ ନ ବାନ୍ଧିବା ପାଇଁ ତଥା ଥାଲିୟମ୍ ମାୟୋକାର୍ଡିଆଲ ପରଫ୍ୟୁଜନ ଇମେଜିଙ୍ଗର ଏକ ଅଂଶ ଭାବରେ ବ୍ୟବହୃତ ହୁଏ ।[୩] ରକ୍ତ ଜମାଟ ନ ବାନ୍ଧିବା ପାଇଁ ଏହା ଆସ୍ପିରିନ କିମ୍ବା ୱାର୍ଫାରିନ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ।[୪] ଏହା ପାଟିରେ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୩]
Clinical data | |
---|---|
Trade names | Persantine, others |
AHFS/Drugs.com | monograph |
MedlinePlus | a682830 |
Pregnancy category |
|
Routes of administration | By mouth, IV |
Legal status | |
Legal status | |
Pharmacokinetic data | |
Bioavailability | 37–66%[୨] |
Protein binding | ~99% |
Metabolism | Liver (glucuronidation)[୧] |
Elimination half-life | α phase: 40 min, β phase: 10 hours |
Excretion | Biliary (95%), urine (negligible) |
Identifiers | |
| |
ECHA InfoCard | 100.000.340 |
Chemical and physical data | |
Formula | C24H40N8O4 |
Molar mass | ୫୦୪.୬୪ g·mol−1 |
3D model (JSmol) | |
| |
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଫ୍ଲଶ୍, ଛାତି ଯନ୍ତ୍ରଣା, ପାକଅନ୍ତନଳୀରେ ଯନ୍ତ୍ରଣା, ଅଇ, ତରଳ ଝାଡ଼ା, ରାସ, ଗଲୁ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଆନାଫାଇଲକ୍ସିସ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ସହିତ କୌଣସି ସ୍ପଷ୍ଟ କ୍ଷତି ହୋଇନଥିବାବେଳେ, ଏପରି ବ୍ୟବହାରକୁ ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୫] ଏହା ରକ୍ତନଳୀକୁ ବିସ୍ତାର କରେ ଓ ପ୍ଲାଟେଲେଟ ଜମାଟ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ।[୪]
୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିପିରିଡାମୋଲକୁ ଅନୁମୋଦନ କରାଯାଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୧୩ ପାଉଣ୍ଡ ଥିଲା।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୮ ଡଲାର ଅଟେ ।[୭]
ଆଧାର
ସମ୍ପାଦନା- ↑ "Aggrenox (aspirin/extended-release dipyridamole) Capsules. Full Prescribing Information" (PDF). Boehringer Ingelheim Pharmaceuticals, Inc. Archived (PDF) from the original on 29 September 2016. Retrieved 1 December 2016.
- ↑ Nielsen-Kudsk, F; Pedersen, AK (May 1979). "Pharmacokinetics of Dipyridamole". Acta Pharmacologica et Toxicologica. 44 (5): 391–9. doi:10.1111/j.1600-0773.1979.tb02350.x. PMID 474151.
- ↑ ୩.୦ ୩.୧ ୩.୨ ୩.୩ "Dipyridamole Monograph for Professionals". Drugs.com (in ଇଂରାଜୀ). Archived from the original on 12 May 2021. Retrieved 26 December 2021.
- ↑ ୪.୦ ୪.୧ ୪.୨ ୪.୩ "Dipyridamole". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 16 May 2021. Retrieved 26 December 2021.
- ↑ "Dipyridamole Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 26 December 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 135. ISBN 978-0857114105.
- ↑ "Dipyridamole Prices, Coupons & Savings Tips - GoodRx". GoodRx. Retrieved 26 December 2021.