ଡାସିଗ୍ଲୁକାଗନ

ମଧୁମେହ ରୋଗୀଙ୍କର ଦେହରେ କମ୍ ରକ୍ତ ଶର୍କରା ଥିଲେ ତାହାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।

ଡାସିଗ୍ଲୁକାଗନ (ଇଂରାଜୀ ଭାଷାରେ Dasiglucagon), ଜେଗାଲୋଗ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଧୁମେହ ରୋଗୀଙ୍କର ଦେହରେ କମ୍ ରକ୍ତ ଶର୍କରା ଥିଲେ ତାହାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।[] [] ଅତିକମରେ ଛଅ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

ଡାସିଗ୍ଲୁକାଗନ
Clinical data
Trade namesZegalogue
AHFS/Drugs.commonograph
data
Routes of
administration
Subcutaneous
Legal status
Legal status
Identifiers
  • (4S)-4-[[(2S)-2-[[(2S)-2-[[(2S)-2-[[2-[[(2S)-2-[[(2S)-2-[[(2S)-2-[[(2S)-6-amino-2-[[(2S)-2-[[(2S)-2-[[(2S)-2-[[(2S)-2-[[(2S,3R)-2-[[(2S)-2-[[(2S,3R)-2-[[2-[[(2S)-5-amino-2-[[(2S)-2-[[(2S)-2-amino-3-(1H-imidazol-4-yl)propanoyl]amino]-3-hydroxypropanoyl]amino]-5-oxopentanoyl]amino]acetyl]amino]-3-hydroxybutanoyl]amino]-3-phenylpropanoyl]amino]-3-hydroxybutanoyl]amino]-3-hydroxypropanoyl]amino]-3-carboxypropanoyl]amino]-3-(4-hydroxyphenyl)propanoyl]amino]-3-hydroxypropanoyl]amino]hexanoyl]amino]-3-(4-hydroxyphenyl)propanoyl]amino]-4-methylpentanoyl]amino]-3-carboxypropanoyl]amino]-2-methylpropanoyl]amino]propanoyl]amino]-5-carbamimidamidopentanoyl]amino]propanoyl]amino]-5-[[(2S)-1-[[(2S)-1-[[(2S)-1-[[(2S)-6-amino-1-[[(2S)-1-[[(2S)-1-[[(2S)-4-carboxy-1-[[(2S)-1-[[(1S,2R)-1-carboxy-2-hydroxypropyl]amino]-3-hydroxy-1-oxopropan-2-yl]amino]-1-oxobutan-2-yl]amino]-4-methyl-1-oxopentan-2-yl]amino]-3-(1H-indol-3-yl)-1-oxopropan-2-yl]amino]-1-oxohexan-2-yl]amino]-3-methyl-1-oxobutan-2-yl]amino]-1-oxo-3-phenylpropan-2-yl]amino]-4-carboxy-1-oxobutan-2-yl]amino]-5-oxopentanoic acid
Chemical and physical data
FormulaC152H222N38O50
Molar mass୩,୩୮୧.୬୬ g·mol−1
3D model (JSmol)
  • C[C@H]([C@@H](C(=O)N[C@@H](CC1=CC=CC=C1)C(=O)N[C@@H]([C@@H](C)O)C(=O)N[C@@H](CO)C(=O)N[C@@H](CC(=O)O)C(=O)N[C@@H](CC2=CC=C(C=C2)O)C(=O)N[C@@H](CO)C(=O)N[C@@H](CCCCN)C(=O)N[C@@H](CC3=CC=C(C=C3)O)C(=O)N[C@@H](CC(C)C)C(=O)N[C@@H](CC(=O)O)C(=O)NC(C)(C)C(=O)N[C@@H](C)C(=O)N[C@@H](CCCNC(=N)N)C(=O)N[C@@H](C)C(=O)N[C@@H](CCC(=O)O)C(=O)N[C@@H](CCC(=O)O)C(=O)N[C@@H](CC4=CC=CC=C4)C(=O)N[C@@H](C(C)C)C(=O)N[C@@H](CCCCN)C(=O)N[C@@H](CC5=CNC6=CC=CC=C65)C(=O)N[C@@H](CC(C)C)C(=O)N[C@@H](CCC(=O)O)C(=O)N[C@@H](CO)C(=O)N[C@@H]([C@@H](C)O)C(=O)O)NC(=O)CNC(=O)[C@H](CCC(=O)N)NC(=O)[C@H](CO)NC(=O)[C@H](CC7=CNC=N7)N)O
  • InChI=1S/C152H222N38O50/c1-73(2)55-99(133(222)171-98(47-51-116(206)207)132(221)183-111(71-194)144(233)189-122(80(11)197)149(238)239)174-137(226)105(61-85-65-161-91-32-21-20-31-89(85)91)178-129(218)93(34-23-25-53-154)172-146(235)119(75(5)6)187-139(228)103(57-81-27-16-14-17-28-81)176-131(220)97(46-50-115(204)205)170-130(219)96(45-49-114(202)203)167-123(212)76(7)164-127(216)94(35-26-54-160-151(157)158)166-124(213)77(8)165-150(240)152(12,13)190-145(234)107(64-118(210)211)180-134(223)100(56-74(3)4)173-135(224)101(59-83-36-40-87(198)41-37-83)175-128(217)92(33-22-24-52-153)168-142(231)109(69-192)184-136(225)102(60-84-38-42-88(199)43-39-84)177-138(227)106(63-117(208)209)179-143(232)110(70-193)185-148(237)121(79(10)196)188-140(229)104(58-82-29-18-15-19-30-82)181-147(236)120(78(9)195)186-113(201)67-162-126(215)95(44-48-112(156)200)169-141(230)108(68-191)182-125(214)90(155)62-86-66-159-72-163-86/h14-21,27-32,36-43,65-66,72-80,90,92-111,119-122,161,191-199H,22-26,33-35,44-64,67-71,153-155H2,1-13H3,(H2,156,200)(H,159,163)(H,162,215)(H,164,216)(H,165,240)(H,166,213)(H,167,212)(H,168,231)(H,169,230)(H,170,219)(H,171,222)(H,172,235)(H,173,224)(H,174,226)(H,175,217)(H,176,220)(H,177,227)(H,178,218)(H,179,232)(H,180,223)(H,181,236)(H,182,214)(H,183,221)(H,184,225)(H,185,237)(H,186,201)(H,187,228)(H,188,229)(H,189,233)(H,190,234)(H,202,203)(H,204,205)(H,206,207)(H,208,209)(H,210,211)(H,238,239)(H4,157,158,160)/t76-,77-,78+,79+,80+,90-,92-,93-,94-,95-,96-,97-,98-,99-,100-,101-,102-,103-,104-,105-,106-,107-,108-,109-,110-,111-,119-,120-,121-,122-/m0/s1
  • Key:RZRMFQMNPDPAIX-AJTOSFMRSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡବିନ୍ଧା, ତରଳ ଝାଡ଼ା, ଏବଂ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଫିଓକ୍ରୋମୋସାଇଟୋମା ଥିବା ଲୋକଙ୍କଠାରେ ଏହା ଦ୍ୱାରା ରକ୍ତଚାପ ବୃଦ୍ଧି ହୋଇପାରେ ଏବଂ ଇନସୁଲିନୋମା ଥିବା ଲୋକଙ୍କଠାରେ କମ୍ ରକ୍ତ ଶର୍କରାର ଅବସ୍ଥା ଆହୁରି ଖରାପ ହୋଇପାରେ ।[] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[] ଏହା ଏକ ଗ୍ଲୁକାଗନ ଅଭିଗ୍ରାହକର ପ୍ରତିରୋଧକ ।[]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡସିଗ୍ଲୁକାଗନ୍ ଅନୁମୋଦିତ ହୋଇଥିଲା ।[] ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରା ପିଛା ମୂଲ୍ୟ ପ୍ରାୟ ୩୨୦ ଡଲାର ଥିଲା ।[] ଏହା ତୁଳନାରେ ଗ୍ଲୁକାଗନ ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Zegalogue- dasiglucagon injection, solution". DailyMed. Archived from the original on 23 May 2021. Retrieved 22 May 2021.
  2. Li S, Hu Y, Tan X, Wang D, Hu J, Zou P, Wang L (August 2020). "Evaluating dasiglucagon as a treatment option for hypoglycemia in diabetes". Expert Opinion on Pharmacotherapy. 21 (11): 1311–1318. doi:10.1080/14656566.2020.1747432. PMID 32267182.
  3. "Dasiglucagon". SPS - Specialist Pharmacy Service. 27 March 2018. Archived from the original on 28 January 2022. Retrieved 30 October 2022.
  4. "Zegalogue". Archived from the original on 30 October 2022. Retrieved 30 October 2022.
  5. "Glucagon". Archived from the original on 30 October 2022. Retrieved 30 October 2022.