ଡାଲବାଭାନସିନ, ଅନ୍ୟମାନଙ୍କ ମଧ୍ୟରେ ଡାଲଭାନ୍ସ ବେପାର ନାମ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜୀବାଣୁ କୃତ ଚର୍ମ ସଂକ୍ରମଣ ଓ ମେଥିସିଲିନ୍-ପ୍ରତିରୋଧୀ ଷ୍ଟାଫିଲୋକୋକସ୍ ଆରିଅସ୍ (MRSA)ଦ୍ୱାରା ସୃଷ୍ଟି ହୋଇଥିବା ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ସପ୍ତାହରେ ଗୋଟିଏ ବା ଏକ ସପ୍ତାହ ବ୍ୟବଧାନରେ ଦୁଇଟି ମାତ୍ରା ଦିଆଯାଏ ।[୨] [୩]

ଡାଲବାଭାନସିନ
Clinical data
Trade namesDalvance, Xydalba, Zeven, other
AHFS/Drugs.commonograph
MedlinePlusa614036
data
Pregnancy
category
  • US: C (Risk not ruled out)
Routes of
administration
Intravenous
Legal status
Legal status
Identifiers
  • 2-deoxy-1-O-[(3S,15R,18R,34R,35S,38S,48R,50aR)-5,31-dichloro-38-{[3-(dimethylamino)propyl]carbamoyl}-6,11,34,40,44-pentahydroxy-42-(α-D-mannopyranosyloxy)-15-(methylamino)-2,16,36,50,51,59-hexaoxo-2,3,16,17,18,19,35,36,37,38,48,49,50,50a-tetradecahydro-1H,15H,34H-20,23:30,33-dietheno-3,18:35,48-bis(iminomethano) 4,8:10,14:25,28:43,47-tetrametheno[1,14,6,22]dioxadiazacyclooctacosino[4,5-m][10,2,16]benzoxadiazacyclohexacosin-56-yl]-2-[(10-methylundecanoyl)amino]-β-D-glucopyranuronic acid [୧]
ECHA InfoCard100.308.391 Edit this at Wikidata
Chemical and physical data
FormulaC88H100Cl2N10O28
Molar mass୧,୮୧୬.୭୧ g·mol−1
3D model (JSmol)
  • CC(C)CCCCCCCCC(=O)N[C@@H]1[C@H]([C@@H]([C@H](O[C@H]1Oc2c3cc4cc2Oc5ccc(cc5Cl)[C@H]([C@H]6C(=O)N[C@@H](c7cc(cc(c7-c8cc(ccc8O)[C@H](C(=O)N6)NC(=O)[C@@H]4NC(=O)[C@@H]9c1cc(cc(c1Cl)O)Oc1ccc(cc1O)[C@H](C(=O)N[C@H](Cc1ccc(cc1)O3)C(=O)N9)NC)O[C@@H]1[C@H]([C@H]([C@@H]([C@H](O1)CO)O)O)O)O)C(=O)NCCCN(C)C)O)C(=O)O)O)O
  • InChI=1S/C88H100Cl2N10O28/c1-38(2)13-10-8-6-7-9-11-14-61(106)94-70-73(109)75(111)78(86(120)121)128-87(70)127-77-58-31-43-32-59(77)124-55-23-19-42(29-50(55)89)71(107)69-85(119)98-67(80(114)92-25-12-26-100(4)5)48-33-44(102)34-57(125-88-76(112)74(110)72(108)60(37-101)126-88)62(48)47-28-40(17-22-52(47)103)65(82(116)99-69)95-83(117)66(43)96-84(118)68-49-35-46(36-54(105)63(49)90)123-56-24-18-41(30-53(56)104)64(91-3)81(115)93-51(79(113)97-68)27-39-15-20-45(122-58)21-16-39/h15-24,28-36,38,51,60,64-76,78,87-88,91,101-105,107-112H,6-14,25-27,37H2,1-5H3,(H,92,114)(H,93,115)(H,94,106)(H,95,117)(H,96,118)(H,97,113)(H,98,119)(H,99,116)(H,120,121)/t51-,60-,64-,65-,66-,67+,68+,69+,70-,71-,72-,73-,74+,75+,76+,78+,87-,88+/m1/s1 ☒N
  • Key:IZJRUXNZMRDQJI-SZUNQUCBSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ, ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଣ୍ଟିବାୟୋଟିକ ସଂପୃକ୍ତ କୋଲାଇଟିସ୍, କୋଷ୍ଠକାଠିନ୍ୟ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୩] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ବ୍ୟବହାର ନିରାପଦ କି ନୁହେଁ ତାହା ଅସ୍ପଷ୍ଟ ରହିଛି। [୪] ଏହା ଭାନକୋମାଇସିନ ସହିତ ଲାଇପୋଗ୍ଲାଇକୋପେପ୍ଟାଇଡ ଶ୍ରେଣୀର ଔଷଧ ଅଟେ ।[୨]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡାଲବାଭାନସିନ ଅନୁମୋଦିତ ହୋଇଥିଲେ ।[୨] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଔଷଧର ଏକ ଅନୁକ୍ରମର (କୋର୍ଷ) ମୂଲ୍ୟ ପ୍ରାୟ ୪୮୦୦ ଡଲାର ଅଟେ [୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୧୭୦୦ ପାଉଣ୍ଡ ।[୩]

ଆଧାର ସମ୍ପାଦନା

  1. European Medicines Agency (EMA) assessment of Dalbavancin http://www.ema.europa.eu/docs/en_GB/document_library/EPAR_-_Public_assessment_report/human/002840/WC500183871.pdf Archived 2018-06-19 at the Wayback Machine.
  2. ୨.୦ ୨.୧ ୨.୨ ୨.୩ ୨.୪ "Dalbavancin Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 21 July 2021.
  3. ୩.୦ ୩.୧ ୩.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 561. ISBN 978-0-85711-369-6.{{cite book}}: CS1 maint: date format (link)
  4. "Dalbavancin (Dalvance) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 21 July 2021.
  5. "Xydalba". Archived from the original on 20 January 2021. Retrieved 21 July 2021.
  6. "Dalbavancin Prices, Coupons & Savings Tips - GoodRx". GoodRx. Retrieved 21 July 2021.