ଡାଇଲକ୍ସାନାଇଡ (ଇଂରାଜୀ ଭାଷାରେ Diloxanide) ଏକ ଔଷଧ ଯାହା ଆମିବାଏସିସ (amoeba infections) ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୧] ପାରୋମୋମାଇସିନ ପରେ ଏହା ଦ୍ୱିତୀୟ ଧାଡ଼ିର ଔଷଧ, ଯେଉଁଠାରେ ସଂକ୍ରମଣ ସାଧାରଣତଃ ଦେଖାଯାଏନାହିଁ ଓ ଲକ୍ଷଣ ମଧ୍ୟ ନଥାଏ । ଯେଉଁମାନଙ୍କର ଲକ୍ଷଣ ଥାଏ, ସେମାନଙ୍କୁ ମେଟ୍ରୋନିଡାଜୋଲ ବା ଟିନିଡାଜୋଲ (tinidazole) ଦେଇ ଚିକିତ୍ସା କରିବା ପରେ ଡାଇଲକ୍ସାନାଇଡ ଦିଆଯାଏ । [୨] ଏହା ପାଟିରେ ଦିଆଯାଏ । [୧]

ଡାଇଲକ୍ସାନାଇଡ ଫୁରୋଏଟ
Clinical data
Trade namesFuramide
AHFS/Drugs.comMicromedex Detailed Consumer Information
Pregnancy
category
  • No available data
Routes of
administration
by mouth
ATC code
Legal status
Legal status
  • Not approved (US, CA)
Pharmacokinetic data
Bioavailability90% (diloxanide)
MetabolismHydrolyzed to furoic acid and diloxanide, which undergoes extensive glucuronidation
Elimination half-life3 hours
ExcretionKidney (90%), fecal (10%)
Identifiers
  • 4-[(Dichloroacetyl)(methyl)amino]phenyl furan-2-carboxylate
CAS Number
PubChem CID
DrugBank
ChemSpider
KEGG
ChEMBL
ECHA InfoCard100.008.583 Edit this at Wikidata
Chemical and physical data
FormulaC14H11Cl2NO4
Molar mass328.147 g/mol
3D model (JSmol)
  • O=C(Oc1ccc(N(C(=O)C(Cl)Cl)C)cc1)c2occc2
  • InChI=1S/C14H11Cl2NO4/c1-17(13(18)12(15)16)9-4-6-10(7-5-9)21-14(19)11-3-2-8-20-11/h2-8,12H,1H3 checkY
  • Key:BDYYDXJSHYEDGB-UHFFFAOYSA-N checkY
 ☒NcheckY (what is this?)  (verify)

ଡାଇଲକ୍ସାନାଇଡ ସାଧାରଣତଃ ସାମାନ୍ୟ ପ୍ରତିକ୍ରିୟା ଦେଖାଏ ।[୩] ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ବାନ୍ତି ଓ ପେଟଫମ୍ପା (flatulence) ଦେଖାଯାଏ । ଗର୍ଭାବସ୍ଥା ଥିଲେ ଏହା ପ୍ରଥମ ତ୍ରୈମାସିକ ପରେ ଦିଆଯାଏ ।[୧] ଡାଇଲକ୍ସାନାଇଡ ଏକ ଆମିବିସାଇଡ ଔଷଧ ଯାହା ଆମିବା କେବଳ ଅନ୍ତନାଳୀରେ (luminal amebicide) ଥିବାବେଳେ ଏହି ଔଷଧ କାମକରେ ।[୨]

ସନ ୧୯୫୬ରେ ଡାଇଲକ୍ସାନାଇଡ ପ୍ରଥମେ ଡାକ୍ତରୀ ବ୍ୟବ‌ହାରରେ ଆରମ୍ଭ ହେଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୨ରେ ବ୍ୟବସାୟୀକ ଭିତ୍ତିରେ ଏହା ବିକଶିତ ଦେଶମାନଙ୍କରେ ମିଳେନାହିଁ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ WHO Model Formulary 2008 (PDF). World Health Organization. 2009. pp. 179, 587. ISBN 9789241547659. Retrieved 8 December 2016.
  2. ୨.୦ ୨.୧ Farthing, Michael JG (August 2006). "Treatment options for the eradication of intestinal protozoa". Nature Clinical Practice Gastroenterology & Hepatology. 3 (8): 436–445. doi:10.1038/ncpgasthep0557. PMID 16883348.
  3. ୩.୦ ୩.୧ Hellgren, Urban; Ericsson, Orjan; AdenAbdi, Yakoub; Gustafsson, Lars L. (2003). Handbook of Drugs for Tropical Parasitic Infections (in ଇଂରାଜୀ). CRC Press. p. 57. ISBN 9780203211519.
  4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  5. Griffin, Paul M (2012). "Chapter 181: Diloxanide furoate". In Grayson, M. Lindsay (ed.). Kucers' the use of antibiotics a clinical review of antibacterial, antifungal, antiparasitic and antiviral drugs (6th ed.). Boca Raton, FL: CRC Press. p. 2121. ISBN 9781444147520.