ଡାଇକ୍ଲୋକ୍ସାସିଲିନ
ଡାଇକ୍ଲୋକ୍ସାସିଲିନ ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଷ୍ଟାଫିଲୋକୋକାଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ସଂକ୍ରମଣ ମଧ୍ୟରେ ସେଲ୍ୟୁଲାଟିସ, ଓଷ୍ଟିଓମାୟେଲାଇଟିସ ଏବଂ ନିମୋନିଆ ଅନ୍ତର୍ଭୁକ୍ତ ହୋଇପାରେ ।[୩] ପେନିସିଲିନେଜ ପ୍ରତିରୋଧକ ରୋଗରେ ଏହା ପ୍ରଭାବଶାଳୀ ଥିବାବେଳେ ଏହା ମେଥିସିଲିନ ରେଜିଷ୍ଟାଣ୍ଟ ସ୍ଟାଫିଲୋକୋକସ (MRSA) ପାଇଁ ପ୍ରଭାବଶାଳୀ ନୁହେଁ | [୨] ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Pronunciation | dye klox' a sil' in[୧] |
AHFS/Drugs.com | monograph |
MedlinePlus | a685017 |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 60 to 80% |
Protein binding | 98% |
Metabolism | Liver |
Elimination half-life | 0.7 hours |
Excretion | Kidney and biliary |
Identifiers | |
| |
ECHA InfoCard | 100.019.535 |
Chemical and physical data | |
Formula | C19H17Cl2N3O5S |
Molar mass | ୪୭୦.୩୨ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, କ୍ଲୋଷ୍ଟ୍ରିଡିଅମ୍ ଡିଫିସିଲ ତରଳ ଝାଡ଼ା ଏବଂ କମ୍ ଶ୍ୱେତ ରକ୍ତ କଣିକା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ଅପେକ୍ଷାକୃତ ନିରାପଦ ମନେହୁଏ, କିନ୍ତୁ ଭଲ ଭାବରେ ଏହାର ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ β- ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ପେନିସିଲିନ।[୧] ଜୀବାଣୁ କୋଷ କାନ୍ଥରେ ହସ୍ତକ୍ଷେପ କରି ଏହା କାର୍ଯ୍ୟକ୍ଷମ ହୁଏ ।[୧]
୧୯୬୧ ମସିହାରେ ଡାଇକ୍ଲୋକ୍ସାସିଲିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୬୮ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୪୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା ।[୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Dicloxacillin". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 28 August 2021. Retrieved 24 December 2021.
- ↑ ୨.୦ ୨.୧ ୨.୨ "Dicloxacillin Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 24 December 2021.
- ↑ "289107 DICLOXACILLIN MYLAN 500 dicloxacillin (as sodium) 500 mg capsule bottle". Archived from the original on 11 January 2022. Retrieved 24 December 2021.
- ↑ "Dicloxacillin Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 24 December 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 491. ISBN 9783527607495. Archived from the original on 2021-05-20. Retrieved 2020-12-01.
- ↑ "Dicloxacillin Prices, Coupons & Savings Tips - GoodRx". GoodRx. Archived from the original on 6 February 2017. Retrieved 24 December 2021.