ଡାଇଆଟ୍ରିଜୋଏଟ (ଇଂରାଜୀ ଭାଷାରେ Diatrizoate, ଅନ୍ୟ ନାମ ଆମିଡୋଟ୍ରାଇଜୋଏଟ/amidotrizoate) ଏକ ପଦାର୍ଥ ଯାହା କଣ୍ଟ୍ରାସ୍ଟ ଏଜେଣ୍ଟ (contrast agent) ଭାବରେ ଏକ୍ସ-ରେ କଲାବେଳେ ବ୍ୟବ‌ହାର କରାଯାଏ । ଏହାଦ୍ୱାରା ଶିରା (veins), ମୂତ୍ରପ୍ରଣାଳୀ (urinary system), ପ୍ଲୀହାଗଣ୍ଠି (joints) ଦେଖାଯାଏ ଓ ସିଟି ସ୍କାନ କରାଯାଏ ।[୧] ଏହା ପାଟିରେ ଦିଆଯାଏ, ଶିରାଭ୍ୟନ୍ତରରେ (injection into a vein), ମୂତ୍ରାଶୟ ଭିତରକୁ ଓ ମଳାଶୟରେ (rectally) ଦିଆଯାଏ ।[୨][୩]

ଡାଇଆଟ୍ରିଜୋଏଟ
Skeletal formula
Space-filling model
Clinical data
Trade namesHypaque, Gastrografin, Iothalmate, Urografin, others
Synonymsamidotrizoic acid, diatrizoic acid, 3,5-diacetamido-2,4,6-triiodobenzoic acid
AHFS/Drugs.com
Identifiers
  • 3,5-Bis(acetylamino)-2,4,6-triiodobenzoic acid
CAS Number
PubChem CID
DrugBank
ChemSpider
KEGG
ChEBI
ChEMBL
ECHA InfoCard100.003.840 Edit this at Wikidata
Chemical and physical data
FormulaC11H9I3N2O4
Molar mass୬୧୩.୯୨ g·mol−1
3D model (JSmol)
  • CC(=O)NC1=C(C(=C(C(=C1I)C(=O)O)I)NC(=O)C)I
  • InChI=1S/C11H9I3N2O4/c1-3(17)15-9-6(12)5(11(19)20)7(13)10(8(9)14)16-4(2)18/h1-2H3,(H,15,17)(H,16,18)(H,19,20)
     checkY
  • Key:YVPYQUNUQOZFHG-UHFFFAOYSA-N

ଡାଇଆଟ୍ରିଜୋଏଟର ପାର୍ଶ୍ୱ ପ୍ରତିକ୍ରିୟାରେ ସାଧାରଣତଃ ବାନ୍ତି, ତରଳ ଝାଡ଼ା ଓ ରାସ ଦେଖାଯାଏ ।[୪] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ବୃକ୍‌କ ସମସ୍ୟା (kidney problems), ନିମ୍ନ ରକ୍ତଚାପ (low blood pressure) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ଆଦି ହୋଇପାରେ । ଆୟୋଡିନ ଆଲର୍ଜି (iodine allergy) ଥିବା ଲୋକଙ୍କୁ ଏହା ଦେବାକୁ ମନା କରାଯାଏ ।[୧] ଏହା ଅଧିକ ଅସମୋଲାଲିଟି (osmolality) ଥିବା ଏକ ଆୟୋଡିନେଟେଡ ଆୟୋନିକ ରେଡିଓକଣ୍ଟ୍ରାସ୍ଟ ଏଜେଣ୍ଟ (iodinated ionic radiocontrast agent) ।[୨]

ସନ ୧୯୫୪ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାଇଆଟ୍ରିଜୋଏଟ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୨୦ମି:ଲି: ଭାଏଲର ମୂଲ୍ୟ ୫.୪୯ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 316. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 171. ISBN 9781284057560.
  3. Thomsen, Henrik; Muller, Robert N.; Mattrey, Robert F. (2012). Trends in Contrast Media (in ଇଂରାଜୀ). Springer Science & Business Media. p. 13. ISBN 9783642598142.
  4. ୪.୦ ୪.୧ "Diatrizoate Side Effects in Detail - Drugs.com". www.drugs.com. Retrieved 31 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Amidotrizoate". International Drug Price Indicator Guide. Retrieved 8 December 2016.[permanent dead link]