ଡଗରା, ବାଲେଶ୍ୱର
(ଡଗରା, ବାଲେଶ୍ଵରରୁ ଲେଉଟି ଆସିଛି)
ଡଗରା ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଏକ ଗାଆଁ ।[୧] [୨]
ଡଗରା | |
---|---|
ଗାଆଁ | |
Country | India |
State | ଓଡ଼ିଶା |
District | ବାଲେଶ୍ୱର |
Elevation | 23 m (75 ft) |
Languages | |
Time zone | UTC+5:30 (IST) |
PIN | ୭୫୬୦୮୩ |
ଡଗରା ଓ ଚଉମୁଖ ବାଲିଆପାଳ ବ୍ଲକର ଦୁଇଟି ଉପକୂଳବର୍ତ୍ତୀ ଗାଆଁ ଯାହା ନିକଟରେ ଏକ ବେଳାଭୂମି ଅଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ତାଳସାରିର ବେଳାଭୂମି ପରି ଏଠାରେ ମଧ୍ୟ ନାଲି କଙ୍କଡ଼ା, ରୂପା ଚକ ଚକ ବାଲି ଓ ଝାଉଁ ବଣ ଦେଖିବାକୁ ମିଳିଥାଏ । ସ୍ଥାନୀୟ ମାଛଧରାଳିମାନେ ଏଠାରେ ଛୋଟ ଛୋଟ "ପଟିଆ ଡଙ୍ଗା"ରେ ମାଛ ଧରିଥାନ୍ତି ।
ଭୂଗୋଳ
ସମ୍ପାଦନାଡଗରାର ଅବସ୍ଥାନଠାରେ ।
ଗମନାଗମନ
ସମ୍ପାଦନାଡଗରା ବାଲେଶ୍ୱରଠାରୁ ୬୪ କି.ମି. ଦୂର । ନିକଟତମ ବସ ରହିବା ଜାଗା ହେଲା ଜଗାଇ (୧୧ କି.ମି.) । ନିକଟତମ ରେଳ ଷ୍ଟେସନ ହେଲା ଜଳେଶ୍ୱର (୫୮ କି.ମି.) । ଏହା ପାଖରେ ଥିବା ଆଉ ଏକ ଷ୍ଟେସନ ହେଲା ବସ୍ତା (୬୫ କି.ମି.) । ନିକଟତମ ବିମାନ ବନ୍ଦର ହେଲା ଭୁବନେଶ୍ୱର ।
ରହିବା ସୁବିଧା
ସମ୍ପାଦନା- ପାନ୍ଥନିବାସ, ଡଗରା, ଟେଲିଫୋନ: ୫୩୩୩୧
- ଓଟିଡ଼ିସି ପାନ୍ଥଶାଳା:
ତାଳସାରି, ପୋ: ଚନ୍ଦନେଶ୍ୱର,
ବାଲେଶ୍ୱର ଜିଲା: ୭୫୬୦୮୫, ଟେଲିଫୋନ: (୦୬୭୮୧) ୨୩୨୫୨୮
[୩]
ଦ୍ରଷ୍ଟବ୍ୟ
ସମ୍ପାଦନା- ↑ Indiawater.gov.in
- ↑ ଡଗରା
- ↑ "ଆର୍କାଇଭ୍ କପି". Archived from the original on 2011-07-09. Retrieved 2011-05-22.
{{cite web}}
: Cite has empty unknown parameter:|1=
(help)