ଟ୍ରିପଟୋରେଲିନ

ଏହା ଏକ ଔଷଧ ଯାହା ଏଣ୍ଡୋମେଟ୍ରିଓସିସ୍, ଫାଇବ୍ରଏଡ୍, ପ୍ରୋସ୍ଟେଟ କର୍କଟ, ଅବଧି ପୂର୍ବ ଯୌବନାବସ୍ଥା ଏବଂ ଗୁରୁତର

ଟ୍ରିପଟୋରେଲିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଡିସପେପ୍ଟାଇଲ, ହେଉଛି ଏକ ଔଷଧ ଯାହା ଏଣ୍ଡୋମେଟ୍ରିଓସିସ୍, ଫାଇବ୍ରଏଡ୍, ପ୍ରୋସ୍ଟେଟ କର୍କଟ, ଅବଧି ପୂର୍ବ ଯୌବନାବସ୍ଥା ଏବଂ ଗୁରୁତର ଯୌନ ବିଘ୍ନ ସହିତ ପୁରୁଷ ଅତ୍ୟଧିକ ଯୌନ ଆକାଂଖ୍ୟା ପାଇଁ ବ୍ୟବହୃତ ହୁଏ ।[୧] [୨] ଲିଙ୍ଗ ଡିସଫୋରିଆ ରୋଗୀଙ୍କ କ୍ଷେତ୍ରରେ ଏହା ଯୌବନାବସ୍ଥାକୁ ବିଳମ୍ବ କରିବାରେ ବ୍ୟବହୃତ ହୋଇଛି ।[୩] ଏହା ମାଂସପେଶୀରେ ଇଞ୍ଜେକ୍ସନ ଅକାରରେ ଦିଆଯାଏ ।[୧]

ଟ୍ରିପଟୋରେଲିନ
Clinical data
Trade namesDecapeptyl, Gonapeptyl, Triptodur, others
AHFS/Drugs.commonograph
Pregnancy
category
  • X
Routes of
administration
IM
Legal status
Legal status
  • ℞ (Prescription only)
Pharmacokinetic data
ExcretionKidney
Identifiers
  • 5-oxo-D-prolyl-L-histidyl-Ltryptophyl-L-seryl-Ltyrosyl-3-(1H-indol-2-yl)-L-alanylleucyl-L-arginyl-L-prolylglycinamide
ECHA InfoCard100.165.044 Edit this at Wikidata
Chemical and physical data
FormulaC64H82N18O13
Molar mass୧,୩୧୧.୪୭ g·mol−1
3D model (JSmol)
  • CC(C)C[C@@H](C(=O)N[C@@H](CCCNC(=N)N)C(=O)N1CCC[C@H]1C(=O)NCC(=O)N)NC(=O)[C@@H](Cc2c[nH]c3c2cccc3)NC(=O)[C@H](Cc4ccc(cc4)O)NC(=O)[C@H](CO)NC(=O)[C@H](Cc5c[nH]c6c5cccc6)NC(=O)[C@H](Cc7cnc[nH]7)NC(=O)[C@@H]8CCC(=O)N8
  • InChI=1S/C64H82N18O13/c1-34(2)23-46(56(88)75-45(13-7-21-69-64(66)67)63(95)82-22-8-14-52(82)62(94)72-31-53(65)85)76-58(90)48(25-36-28-70-42-11-5-3-9-40(36)42)78-57(89)47(24-35-15-17-39(84)18-16-35)77-61(93)51(32-83)81-59(91)49(26-37-29-71-43-12-6-4-10-41(37)43)79-60(92)50(27-38-30-68-33-73-38)80-55(87)44-19-20-54(86)74-44/h3-6,9-12,15-18,28-30,33-34,44-52,70-71,83-84H,7-8,13-14,19-27,31-32H2,1-2H3,(H2,65,85)(H,68,73)(H,72,94)(H,74,86)(H,75,88)(H,76,90)(H,77,93)(H,78,89)(H,79,92)(H,80,87)(H,81,91)(H4,66,67,69)/t44-,45-,46-,47-,48+,49-,50-,51-,52-/m0/s1 ☒N
  • Key:VXKHXGOKWPXYNA-PGBVPBMZSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫ୍ଲସ, ଯୌନ ଅସୁବିଧା, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତ ଶର୍କରା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପିଟୁଇଟାରି ଆପୋଲେକ୍ସି, ବିରକ୍ତିକରତା, ରକ୍ତ ଜମାଟ ବାନ୍ଧିବା ଏବଂ ଆନାଫାଇଲକ୍‌ସିସ ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଗୋନାଡୋଟ୍ରୋପିନ୍-ରିଲିଜିଙ୍ଗ ହରମୋନ ଯାହା ଆଣ୍ଡ୍ରୋଜେନ୍ ଏବଂ ଇଷ୍ଟ୍ରୋଜେନ୍ ଉତ୍ପାଦନକୁ ହ୍ରାସ କରିଥାଏ ।[୨]

୧୯୭୫ ମସିହାରେ ଟ୍ରିପଟୋରେଲିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୮୬ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ୩.୭୫ ମିଗ୍ରା ଔଷଧର ମୂଲ୍ୟ ୮୨ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮୬୦ ଡଲାର ଅଟେ ।[୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Triptorelin Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 20 September 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 781. ISBN 978-0-85711-369-6.{{cite book}}: CS1 maint: date format (link)
  3. Barnes, Hannah; Cohen, Deborah (2019-09-20). "Gender dysphoria in children: puberty blockers study draws further criticism". BMJ (in ଇଂରାଜୀ). 366: l5647. doi:10.1136/bmj.l5647. ISSN 0959-8138. PMID 31540909. Archived from the original on 2021-06-16. Retrieved 2021-07-14.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 514. ISBN 9783527607495. Archived from the original on 2021-06-20. Retrieved 2021-07-14.
  5. "Trelstar Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 20 September 2021.