ଟ୍ରାଣ୍ଡୋଲାପ୍ରିଲ
ଟ୍ରାଣ୍ଡୋଲାପ୍ରିଲ (ଇଂରାଜୀ ଭାଷାରେ Trandolapril), ଅନ୍ୟମାନଙ୍କ ମଧ୍ୟରେ ମାଭିକ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ ଏବଂ ମଧୁମେହ ବୃକ୍କ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ରକ୍ତଚାପ ପାଇଁ ଏହା ଅନେକ ପ୍ରଥମ ଧାଡ଼ିର କାରକ ମଧ୍ୟରୁ ଗୋଟିଏ ।[୧] ଏହା ପାଟିରେ ଦିଆଯାଏ ।[୧]
Clinical data | |
---|---|
Trade names | Mavik, others |
AHFS/Drugs.com | monograph |
MedlinePlus | a697010 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Protein binding | Trandolapril 80% (independent of concentration) Trandolaprilat 65 to 94% (concentration-dependent) |
Metabolism | Liver |
Elimination half-life | 6 hours (trandolapril) 10 hours (trandolaprilat) |
Excretion | Fecal and Kidney |
Identifiers | |
| |
ECHA InfoCard | 100.108.532 |
Chemical and physical data | |
Formula | C24H34N2O5 |
Molar mass | ୪୩୦.୫୫ g·mol−1 |
3D model (JSmol) | |
Melting point | 119 to 123 °C (246 to 253 °F) |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ତରଲ ଝାଡ଼ା ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ପୋଟାସିୟମ୍, ଆଞ୍ଜିଓଇଡିମା, ବୃକ୍କ ସମସ୍ୟା, ନିମ୍ନ ରକ୍ତଚାପ ଏବଂ ଯକୃତ ସମସ୍ୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ (ACE) | [୧]
୧୯୮୧ ମସିହାରେ ଟ୍ରାଣ୍ଡୋଲାପ୍ରିଲ ପେଟେଣ୍ଟ ହୋଇଥିଲା ଏବଂ ୧୯୯୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨.୬୦ ପାଉଣ୍ଡ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧ ଡଲାର ଅଟେ ।[୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Trandolapril Monograph for Professionals". Drugs.com (in ଇଂରାଜୀ). Archived from the original on 6 March 2021. Retrieved 8 October 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 469. ISBN 9783527607495. Archived from the original on 2021-08-29. Retrieved 2021-01-06.
- ↑ ୩.୦ ୩.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 185. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Trandolapril Prices, Coupons & Savings Tips - GoodRx". GoodRx. Retrieved 8 October 2021.