ଟ୍ରାଇଫ୍ଲୁଓପେରାଜିନ

ଏହା ସିଜୋଫ୍ରେନିଆ ପାଇଁ ବ୍ୟବହୃତ ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ଅଟେ।

ଟ୍ରାଇଫ୍ଲୁଓପେରାଜିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଷ୍ଟେଲାଜାଇନ, ଏହା ହେଉଛି ସିଜୋଫ୍ରେନିଆ ପାଇଁ ବ୍ୟବହୃତ ଏକ ସାଧାରଣ ଆଣ୍ଟିସାଇକୋଟିକ ଔଷଧ ।[୧] ସାଧାରଣ ଉତ୍କଣ୍ଠା ବ୍ୟାଧି ପାଇଁ ଏହା ମଧ୍ୟ ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୁଏ କିନ୍ତୁ ବେଞ୍ଜୋଡାଏଜେପିନ ଏବଂ ଅଇ ପାଇଁ ବ୍ୟବହାରକୁ କମ ପସନ୍ଦ କରାଯାଏ ।[୧] [୨] ଏହା ପାଟିରେ ଦିଆଯାଏ ।[୧]

ଟ୍ରାଇଫ୍ଲୁଓପେରାଜିନ
Clinical data
Trade namesStelazine, Eskazinyl, Eskazine, Jatroneural, others
AHFS/Drugs.commonograph
MedlinePlusa682121
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, IM
Legal status
Legal status
Pharmacokinetic data
MetabolismLiver
Elimination half-life10–20 hours
Identifiers
  • 10-[3-(4-methylpiperazin-1-yl)propyl]-
    2-(trifluoromethyl)-10H-phenothiazine
ECHA InfoCard100.003.837 Edit this at Wikidata
Chemical and physical data
FormulaC21H24F3N3S
Molar mass୪୦୭.୫0 g·mol−1
3D model (JSmol)
  • FC(F)(F)c2cc1N(c3c(Sc1cc2)cccc3)CCCN4CCN(C)CC4
  • InChI=1S/C21H24F3N3S/c1-25-11-13-26(14-12-25)9-4-10-27-17-5-2-3-6-19(17)28-20-8-7-16(15-18(20)27)21(22,23)24/h2-3,5-8,15H,4,9-14H2,1H3 checkY
  • Key:ZEWQUBUPAILYHI-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଟାର୍ଡିଭ୍ ଡିସକାଇନେସିଆ, ନିଦ୍ରାଳୁ, ଅସ୍ପଷ୍ଟ ଦୃଷ୍ଟି, ଶୁଖିଲା ପାଟି ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧][୩] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିଉରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ, ପାନସାଇଟୋପେନିଆ ଏବଂ ଯକୃତ ସମସ୍ୟା ହୋଇପାରେ। ।[୧] ଡିମେନ୍ସିଆ ରୋଗୀଙ୍କୁ ଏହା ଦେଲେ ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।[୧] ଏହା ଫେନୋଥିଆଜାଇନ୍ ରାସାୟନିକ ଶ୍ରେଣୀର ଏକ ଔଷଧ ।[୩] ଡୋପାମିନ ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୫୫ ମସିହାରେ ଟ୍ରାଇଫ୍ଲୁଓପେରାଜିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୯ରେ ଡାକ୍ତରୀ ବ୍ୟବହାରରେ ଉପଯୋଗ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୨] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଦୈନିକ ୫ ମିଗ୍ରା ଭାବରେ ୨ ଥର ନେଲେ ଏକ ମାସର ଔଷଧ ଖର୍ଚ୍ଚ ପ୍ରାୟ ୨୭ ଡଲାର ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୮୩ ପାଉଣ୍ଡ ହୁଏ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Trifluoperazine Monograph for Professionals". Drugs.com (in ଇଂରାଜୀ). Archived from the original on 7 August 2017. Retrieved 19 September 2021.
  2. ୨.୦ ୨.୧ ୨.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 408. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ Buschmann, Helmut; Holenz, Jörg; Párraga, Antonio; Torrens, Antoni; Vela, José Miguel; Díaz, José Luis (16 April 2007). Antidepressants, Antipsychotics, Anxiolytics, 2 Volume Set: From Chemistry and Pharmacology to Clinical Application (in ଇଂରାଜୀ). John Wiley & Sons. p. 508. ISBN 978-3-527-31058-6. Archived from the original on 22 September 2021. Retrieved 19 September 2021.
  4. "Trifluoperazine Prices, Coupons & Savings Tips - GoodRx". GoodRx. Retrieved 19 September 2021.