ଟୋଲଭାପ୍ଟାନ

ଏହା ଏକ ଔଷଧ ଯାହା ହୃଦ୍‌ପାତ କିମ୍ବା ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିକ ହରମୋନ ସିଣ୍ଡ୍ରୋମ କାରଣରୁ କମ୍ ସୋଡିଅମ ର

ଟୋଲଭାପ୍ଟାନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ସାମସ୍କା, ହେଉଛି ଏକ ଔଷଧ ଯାହା ହୃଦ୍‌ପାତ କିମ୍ବା ଅନୁପଯୁକ୍ତ ଆଣ୍ଟିଡାଇୟୁରେଟିକ ହରମୋନ (SIADH) ସିଣ୍ଡ୍ରୋମ କାରଣରୁ କମ୍ ସୋଡିଅମ ରକ୍ତ‌ତା ଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୮] ଏହା ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ୍ ବୃକ୍‌କ ରୋଗ (ADPKD) ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୯] ଏହା ପାଟିରେ ଦିଆଯାଏ ।[୯] ଔଷଧର ପ୍ରଭାବ ୪ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ।[୮]

ଟୋଲଭାପ୍ଟାନ
Clinical data
Trade namesSamsca, Jinarc, Jynarque, others
SynonymsOPC-41061
AHFS/Drugs.commonograph
MedlinePlusa609033
data
Pregnancy
category
  • US: C (Risk not ruled out)
  • UK: Contraindicated
Routes of
administration
By mouth
Legal status
Legal status
Pharmacokinetic data
BioavailabilityUnknown (40% absorbed)
Protein binding99%
MetabolismLiver (CYP3A4-mediated)[୭]
Elimination half-life12 hours (terminal)
Identifiers
  • N-(4-{[(5R)-7-Chloro-5-hydroxy-2,3,4,5-tetrahydro-1H-1-benzazepin-1-yl]carbonyl}-3-methylphenyl)-2-methylbenzamide
ECHA InfoCard100.219.212 Edit this at Wikidata
Chemical and physical data
FormulaC26H25ClN2O3
Molar mass୪୪୮.୯୫ g·mol−1
3D model (JSmol)
  • Cc1ccccc1C(=O)Nc2cc(C)c(cc2)C(=O)N3c4ccc(Cl)cc4[C@H](O)CCC3
  • InChI=1S/C26H25ClN2O3/c1-16-6-3-4-7-20(16)25(31)28-19-10-11-21(17(2)14-19)26(32)29-13-5-8-24(30)22-15-18(27)9-12-23(22)29/h3-4,6-7,9-12,14-15,24,30H,5,8,13H2,1-2H3,(H,28,31) checkY
  • Key:GYHCTFXIZSNGJT-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତୃଷା, ଅଇ, ଏବଂ ସୋଡିଅମର ଦ୍ରୁତ ବୃଦ୍ଧି ହୋଇପାରେ ।[୧] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଓସମୋଟିକ ଡିମାୟେଲିନେସନ ସିଣ୍ଡ୍ରୋମ, ଯକୃତ ବିଫଳତା ଏବଂ ହାଇପରକାଲେମିଆହୋଇପାରେ ।[୮] ଏହା ଏକ ଭାସୋପ୍ରେସିନ୍-୨ ରିସେପ୍ଟର ଆଣ୍ଟାଗୋନିଷ୍ଟ ଯାହା ପରିସ୍ରା ଉତ୍ପାଦନ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ।[୧]

୨୦୦୯ରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟୋଲଭାପ୍ଟାନ ଅନୁମୋଦିତ ହୋଇଥିଲା ।[୧] [୮] ୨୦୨୦ରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା, ଯଦିଓ ୨୦୨୧ ସୁଦ୍ଧା ବ୍ୟବସାୟିକ ଭାବରେ ଉପଲବ୍ଧ ନଥିଲା ।[୧୦] ଯୁକ୍ତରାଷ୍ଟ୍ରରେ ୩୦ ମିଗ୍ରାର ୧୦ଟି ବଟିକାର ୨୦୨୧ ସୁଦ୍ଧା ମୂଲ୍ୟ ପ୍ରାୟ ୩,୮୦୦ ଡଲାର ଥିଲା ।[୧୧] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୫୦ ପାଉଣ୍ଡ ।[୯]


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Samsca EPAR". European Medicines Agency (EMA). Archived from the original on 6 January 2021. Retrieved 14 December 2020.
  2. "Jinarc EPAR". European Medicines Agency (EMA). Archived from the original on 7 January 2021. Retrieved 14 December 2020.
  3. "Samsca 15 mg tablets - Summary of Product Characteristics (SmPC)". (emc). Archived from the original on 24 January 2021. Retrieved 14 December 2020.
  4. "Jinarc 15 mg tablets - Summary of Product Characteristics (SmPC)". (emc). 21 April 2020. Archived from the original on 17 January 2021. Retrieved 14 December 2020.
  5. "Jynarque- tolvaptan kit Jynarque- tolvaptan tablet". DailyMed. 31 March 2020. Archived from the original on 19 October 2020. Retrieved 14 December 2020.
  6. "Samsca- tolvaptan tablet". DailyMed. 26 October 2020. Archived from the original on 18 January 2021. Retrieved 14 December 2020.
  7. Shoaf S, Elizari M, Wang Z, et al. (2005). "Tolvaptan administration does not affect steady state amiodarone concentrations in patients with cardiac arrhythmias". J Cardiovasc Pharmacol Ther. 10 (3): 165–71. doi:10.1177/107424840501000304. PMID 16211205. S2CID 39158242.
  8. ୮.୦ ୮.୧ ୮.୨ ୮.୩ "Tolvaptan Monograph for Professionals". Drugs.com (in ଇଂରାଜୀ). Archived from the original on 17 August 2019. Retrieved 8 October 2021.
  9. ୯.୦ ୯.୧ ୯.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 706. ISBN 978-0-85711-369-6.{{cite book}}: CS1 maint: date format (link)
  10. "Drugs@FDA: FDA-Approved Drugs". U.S. Food and Drug Administration (FDA). Archived from the original on 20 October 2020. Retrieved 15 August 2020.
  11. "Tolvaptan Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 October 2021.