ଟୋରି ଫତେହପୁର
ଟୋରି ଫତେହପୁର (ହିନ୍ଦୀ : टोडी फतेहपुर or टोडी फ़तेहपुर),ବ୍ରିଟିଶ ଶାସନ ସମୟର ଏକ ରାଜକୀୟ ରାଜ୍ୟ ଥିଲା । ଏହା ହସ୍ତ- ଭୈୟା ଜାଗିର ରାଜ୍ୟ ସମୂହର ବୁନ୍ଦେଳଖଣ୍ଡ ଏଜେନ୍ସିର ଅନ୍ତର୍ଗତ ଥିଲା । ବର୍ତ୍ତମାନ ଏହା ଉତ୍ତର ପ୍ରଦେଶ 4ର ଝାଁସୀ ଜିଲ୍ଲାରେ ଅନ୍ତରଭୁକ୍ତ ।
ଟୋରି ଫତେହପୁର टोडी फतेहपुर | |||||
Princely Estate (Jagir) | |||||
| |||||
Flag | |||||
Tori Fatehpur State in the Imperial Gazetteer of India | |||||
History | |||||
• | Established | 1690 | |||
• | Independence of India | 1950 | |||
Area | |||||
• | 1901 | ୯୩ km2 (୩୬ sq mi) | |||
Population | |||||
• | 1901 | ୭,୦୯୯ | |||
Density | ୭୬.୩ /km2 (୧୯୭.୭ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
ଇତିହାସ
ସମ୍ପାଦନା1812 ମସିହାରେ ଅର୍ଚା ରାଜବଂଶଜଙ୍କଦ୍ୱାରା ଏହି ରାଜ୍ୟ ସ୍ଥାପିତ ହେଇଥିଲା । ଦିବାନ ରାଇ ସିଂହଙ୍କ 8 ଜଣ ପୁତ୍ର ମଧ୍ୟରୁ ଏହା ସମେତ ଧୁରବାଇ ,ବିଜନା କୁ ରାଜ୍ୟ ଆକାରରେ ଦିଆ ଯାଇଥିଲା । [୧]
ଏହା ଗୁରସରାୟ ପାର୍ବତ୍ଯ ଅଞ୍ଚଳରେ ଅବସ୍ଥିତ । ଏହା ଝାଁସୀଠାରୁ 100 କିଲୋମିଟର ଦୂରରେ ରହିଛି ଓ ଏଠାରେ ଥିବା ଦୁର୍ଗ 300 ବର୍ଷ [୨]ପୁରାତନ । ଭାରତ ସ୍ୱାଧୀନ ହେଲା ପରେ 1950 ମସିହାରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘରେ ସାମିଲ ହେଇ ବିନ୍ଧ୍ୟ ପ୍ରଦେଶରେ ରହିଥିଲା ..
ଶାସକ ସମୂହ
ସମ୍ପାଦନାବୁନ୍ଦେଲା ରାଜପୁତ ରାଜବଂଶର ଶାସକମାନେ ଏହାକୁ ଶାସନ କରୁଥିଲେ । ସେମାନେ ନିଜକୁ ଦିବାନ ଉପାଧିରେ ନମିତା କରୁଥିଲେ । ଏହି ବଂଶର ଶେଷ ରାଜା ଦିବାନ ବୃଜେନ୍ଦ୍ର ସିଂଟ ଥିଲେ ।[୩]
ପୁନଶ୍ଚ ଦେଖଣା
ସମ୍ପାଦନା- Bundelkhand Agency
- Political integration of India
ଆଧାର
ସମ୍ପାଦନା- ↑ Great Britain India Office.
- ↑ Tori Fatehpur
- ↑ "Tori Fatehpur Princely State". Archived from the original on 2016-04-07. Retrieved 2016-11-28.
ବାହାର ଲିଙ୍କ
ସମ୍ପାଦନାThis Indian location article is a stub. You can help Wikipedia by expanding it. |