ଟାଲିଗ୍ଲୁସେରେଜ ଆଲଫା

ଏହା ଏକ ଔଷଧ ଯାହା ଗାଉଚର ରୋଗ ପ୍ରକାର ୧ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଟାଲିଗ୍ଲୁସେରେଜ ଆଲଫା (ଇଂରାଜୀ ଭାଷାରେ Taliglucerase alfa), ଅନ୍ୟମାନଙ୍କ ମଧ୍ୟରେ ଏଲିସୋ ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଗାଉଚର ରୋଗ ପ୍ରକାର ୧ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ । ଏହା ଦୀର୍ଘକାଳୀନ ଭାବରେ ବ୍ୟବହୃତ ହୁଏ ।

ଟାଲିଗ୍ଲୁସେରେଜ ଆଲଫା
Clinical data
Trade namesElelyso, Uplyso, others
AHFS/Drugs.commonograph
Pregnancy
category
  • AU: B1
  • US: N (Not classified yet)
Routes of
administration
Intravenous infusion
Legal status
Legal status
Pharmacokinetic data
Elimination half-life18.9-28.7 minutes
Chemical and physical data
FormulaC2580H3918N680O727S17
Molar mass୫୬,୬୩୮.୭୮ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଥକ୍କା, ଅଇ, ଗଲୁ ଏବଂ ରାସ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ହୋଇପାରେ । ଏହା ରିକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜି ଦ୍ୱାରା ନିର୍ମିତ ଏକ ଗ୍ଲୁକୋସେରେବ୍ରୋସାଇଡେଜ ଏବଂ ଏହି ନିଖୋଜ ଏନଜାଇମକୁ ବଦଳାଇ କାର୍ଯ୍ୟ କରେ ।

୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟାଲିଗ୍ଲୁରେଜ ଆଲଫା ଅନୁମୋଦିତ ହୋଇଥିଲା ।[] ୟୁରୋପରେ ଏହା ୨୦୧୦ରେ ଏହା ଏକ ଅନାଥ ନାମକରଣ ଗ୍ରହଣ କରିଥିଲା କିନ୍ତୁ ମାର୍କେଟରେ ସ୍ୱତନ୍ତ୍ର ସମାନ ଉତ୍ପାଦ ଭେଲାଗ୍ଲୁରେଜେସ୍ ଆଲଫା ଥିବା କାରଣରୁ ୨୦୧୨ରେ ଅନୁମୋଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୭୦ କିଲୋଗ୍ରାମ ଓଜନର ବ୍ୟକ୍ତିଙ୍କ ପାଇଁ ଏକ ମାତ୍ରା ପିଛା ପ୍ରାୟ ୧୮,୦୦୦ ଡଲାର (ବର୍ଷକୁ ୪୬୫,୦୦୦ ଡଲାର) ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହା ପ୍ରଥମ ଉଦ୍ଭିଦ ନିର୍ମିତ ଔଷଧ ।[] []

  1. ୧.୦ ୧.୧ ୧.୨ "Taliglucerase Alfa Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2017. Retrieved 21 September 2021.
  2. "Elelyso". Archived from the original on 29 August 2021. Retrieved 21 September 2021.
  3. "Elelyso Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 21 September 2021.
  4. Kaiser J (April 2008). "Is the drought over for pharming?". Science. 320 (5875): 473–5. doi:10.1126/science.320.5875.473. PMID 18436771.
  5. Maxmen A (2 May 2012). "First plant-made drug on the market". Nature, Biology & Biotechnology, Industry. Archived from the original on 18 October 2012. Retrieved 26 June 2012.